ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ – ଗାଗନାପୁର ଦଳ ବିଜୟୀ

ବୋରିଗୁମ୍ମା (ସୌମ୍ୟରଂଜନ ସାହୁ): ଅାଜି କୋରାପୁଟ ଜିଲ୍ଲାର ବରିଗୁମ୍ମା ବ୍ଲକ୍ ବେଣାଗାଁ ଗ୍ରାମ ପଞ୍ଚାୟତରେ ଫୁଟବଲ୍ ଟୁର୍ନାମେଣ୍ଟ ଫାଇନାଲ ଖେଳହେଇଥିଲା ।

ଏହି ଫାଇନାଲ ଖେଳ ସାନକାଊଡି ବନାମ ଗାଗନାପୁର ମଧ୍ୟରେ ଖେଳା ଯାଇଥିଲା ଏବଂ ଗାଗନାପୁର ଦଳ ବିଜୟ ହୋଇଛି । ଏଠାରେ ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟି ଏବଂ ଉପବିଜୟି ଦୋଳକୁ ପୁରସ୍କୃତ କରିଛନ୍ତି । ଏବଂ ଅନ୍ୟାନ୍ୟ ଅତିଥି ଭାବେ କେ.ସୁଧାକର, ଅଶୋକ ଗନ୍ତାୟତ ଓ ବେଣାଗାଁ ସରପଞ୍ଚ୍ ସମିତି ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.