Related Contents

ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ନିଖୋଜ ବୃଦ୍ଧ

ଯାଜପୁର (ସତ୍ୟଜିତ ବାରିକ): ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ବ୍ରାହ୍ମଣୀ ନଦୀର ରାମଚନ୍ଦ୍ରପୁର ଘାଟରେ ଜଣେ ବୃଦ୍ଧ ନଦୀକୁ ଗାଧୋଇବାକୁ ଆସିଥିବା ସମୟରେ ନିଖୋଜ |

ସୂଚନା ଅନୁସାରେ ରାମଚନ୍ଦ୍ରପୁର ଗ୍ରାମର ଦଶରଥ ଜେନା (୬୫) ନଦିରେ ବୁଡିଯାଇଥିଲେ ସେଠାରେ ଗାଧେଇବାକୁ ଆସିଥିବା ଲୋକ ମାନେ ଆସି ଖୋଜା ଖୋଜି କରିଥିଲେ ମଧ୍ୟ କିଛି ନ ପାଇ ବରୀ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବାରୁ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଆସି ଖୋଜାଖୋଜି ଆରମ୍ଭ କରିଛନ୍ତି କିନ୍ତୁ ଅଦ୍ୟାବଧି ଉକ୍ତ ବୃଦ୍ଧଙ୍କ କୌଣସି ପତା ମିଳିନାହିଁ ଏବଂ ଖୋଜିବା କାର୍ଯ୍ୟ ଜାରି ରହିଛି |

https://youtu.be/ow8Xb28bgIU

Comments are closed.