Friday, March 29, 2024

Top 5 This Week

Related Posts

ଇକୋ ସ୍ପୋର୍ଟ କାର୍‌ ଧକ୍କା ରେ ମହିଳା ପୋଲିସ ଅଧିକାରୀ ଗୁରୁତର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୦/୧୨) : ଏକ ଇକୋ ସ୍ପୋର୍ଟ କାର୍‌ ଧକ୍କାରେ ବଲାଙ୍ଗିର ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ଇନ୍ସପେକ୍‌ଟର ସରସ୍ୱତୀ ଶତପଥୀ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସ୍କୁଟିରେ ଆସୁଥିବା ସମୟରେ ସ୍ଥାନୀୟ ଏସ୍‌ଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ଏକ ଇକୋ ସ୍ପୋର୍ଟ କାର୍‌ ତାଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇପଡ଼ିଥିଲେ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Popular Articles