Related Contents

ରେଳଲାଇନ କଡରେ ଅଚିଂହା ଯୁବକର ଶବ

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ବଘାର): ମୁରିବାହାଲ ଥାନା ହଳଦୀ ପଂଚାୟତ ଡଙ୍ଗରପଡା ଗ୍ରାମର ରେଳଲାଇନ ଫାଟକରୁ ପଚାଶ ମିଟର ଦୂରରେ ଜଣେ ଯୁବକର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା |

ସେ ଗୋଟିଏ ଲାଲ ନିକର, ଆକାଶିଆ ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା | ତାର ପରିଚୟ ବର୍ତମାନ ସୁଦ୍ଧା ଜଣାପଡିନାହିଁ | ଜି .ଆର .ପି .ଏଫ ପୁଲିସ ଆସି ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇ ଥିବା ଜଣାପଡିଛି |

Comments are closed.