ଗୋରୁ ଚୋରା ଚାଲାଣ ସମୟରେ ପୋଲିସ ଦ୍ୱାରା ୩ଟି ଗାଡି ଜବତ

ଜୟପୁର (ସୌମ୍ୟରଂଜନ ସାହୁ): କୋରାପୁଟ ଜିଲ୍ଲାର ଜୟପୁର ବାରିଣୀପୁଟରେ ୩ଟି ଗାଡି ଗୋରୁଚୋରା ଚାଲାଣ କରୁଥିବା ବେଳେ ବାରିଣୀପୁଟ ପୋଲିସ ଏବଂ ଗୋ ସୁରକ୍ଷା କର୍ମୀଙ୍କ ଦ୍ଵାରା ଅଟକ ।

Comments are closed.