ଖୁଣ୍ଟାବ୍ଲକରେ “ଆମ ଗାଁ ଵିକାଶ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୁରଭଞ୍ଜ (ନେତାଜୀ ରଥ): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାବ୍ଲକରେ “ଆମ ଗାଁ ଵିକାଶ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।

ଭିଡ଼ିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନଵୀନ୍ ପଟ୍ଟନାୟକ ବ୍ଲକ ଆଧୀନରେ ଥିବା ୧୪ଗୋଟି ପଂଚାୟତରେ ମୋଟ ୩ କୋଟି ୫୦ ଲଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୨୫ ଗୋଟି ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଵାଚସ୍ପତି ସାନଦ ମାରାଣ୍ଡି, ସ୍ଵତନ୍ତ୍ର ଆଦିଵାସି ଉନ୍ନୟନ ଵିକାଶ ପରିଷଦର ଅଧ୍ୟକ୍ଷ ଦେଵାଷିଷ ମାରଣ୍ଡୀ, ଜିଲ୍ଲା ଯୁବ ଜୋନ ସଭାପତି ସୁଵ୍ରମଣ୍ୟମ ମହାନ୍ତି, ଵାରିପଦା ଉପନଗରପାଳ ଦେଵାଷିଷ ମହାନ୍ତି, ଖୁଣ୍ଟାବ୍ଲକ ଅଧ୍ୟକ୍ଷା ପୁଷ୍ପ ଲତା ମାରାଣ୍ଡି, ପିଡି ଡିଆରଡିଏ ତୁଷାର କାନ୍ତୀ ମହାନ୍ତି, ଖୁଣ୍ଟାବ୍ଲକ ଵିଡ଼ିଓ ଦେଵଦତ୍ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.