Friday, March 29, 2024

Top 5 This Week

Related Posts

ଖଣ୍ଡବର ଗ୍ରାମରେ କୁରାଳ ପଞ୍ଚମୀ ଉତ୍ସବ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୯/୧୨) : ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଖଣ୍ଡବର ଗ୍ରାମରେ କୁମ୍ଭକାର (କୁମ୍ଭାର) ସମାଜ ଦ୍ୱାରା ଚଳିତ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ରେ ଗତକାଲି କୁରାଳ ପଞ୍ଚମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |dbb6afd7 acf2 4bf9 b4a1 51ed5f16ae9f ଖଣ୍ଡବର ଗ୍ରାମରେ କୁରାଳ ପଞ୍ଚମୀ ଉତ୍ସବ ଅନୁଷ୍ଠିତ

ଖଣ୍ଡବର ଗ୍ରାମରେ ଏହି ଉତ୍ସବ ପାଇଁ ମଙ୍ଗଳ ବାର ଦୀନ କଳସ ଯାତ୍ରା ଅନୁଷ୍ଠିତ ହୋଇ ବୁଧବାର ଦୀନ ପୂଜାକାର୍ଯ୍ୟ କରାଯାଇଥିଲା | ସମ୍ପାଦକ ପ୍ରଦୀପ ରଣା ଙ୍କ ତତ୍ଵାବଧାନରେ କୁରାଳ ସମାଜର ବିଭୀଷଣ ରଣା, ବିନାୟକ ରଣା, ଶଙ୍କର ରଣା, ଦୁଃଶାସନ ରଣା, ରଞ୍ଜନ ରଣା ଶିବ ରଣା, ବିମଳ ରଣା ପ୍ରଭୁତି କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଉତ୍ସବ ଟିକୁ ମହା ସମାରୋହରେ ପାଳନ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles