Friday, March 29, 2024

Top 5 This Week

Related Posts

ଚିଣ୍ଟୁ ବାବାଙ୍କ ଠାକୁରଙ୍କ ଶ୍ରୀଅଙ୍ଗ ସେବା ପାଇଁ ପୁରୀ ଗ୍ରସ୍ତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୭/୧୨) : ଢେଙ୍କାନାଳ ର ଶରଣ ଶ୍ରୀକ୍ଷେତ୍ର ରୁ ଆଜି ମାର୍ଗଶୀର ମାସ ଚତୁର୍ଥୀ ତିଥି ଥିବାରୁ ଚିଣ୍ଟୁ ବାବାଙ୍କ ଠାକୁରଙ୍କ ଶ୍ରୀଅଙ୍ଗ ସେବା ପାଇଁ ପୁରୀ ଗ୍ରସ୍ତ କରିଥିଲେ ।

ଭକ୍ତ ମାନଙ୍କ ଠାରୁ ଗେଣ୍ଡୁ ଫୁଲ, ପଦ୍ମ ଫୁଲ, ରଜନୀଗନ୍ଧା, ବିଭିନ୍ନ ସୁଗନ୍ଧିତ ପୁଷ୍ପ, ତୁଳସୀ, ଦୟଣା, ପଣସ ପତ୍ର ନେଇ ଚିଣ୍ଟୁ ବାବାଙ୍କ ଠାକୁରଙ୍କ ଶ୍ରୀଅଙ୍ଗ ସେବାରେ ଲାଗିବା ପାଇଁ ପୁରୀ ଯାଇଥିଲେ । କୋଭିଡ଼ ଚାଲିଥିବା ସମୟରେ ଭକ୍ତମାନେ ପୁରୀ ଯାଇ ପାରୁ ନ ଥିବା ସହ କୋରନା କିଭଳି ଏହି ଧରାପୃଷ୍ଠ ରୁ ମୁକ୍ତ ହୋଇଯିବ ସେଥିପାଇଁ ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିଥିଲେ ।

Popular Articles