Thursday, August 6, 2020
Home headline ଲଗାତାର ବର୍ଷା ରେ ମାଲକାନଗିରି ଅବସ୍ଥା ଶୋଚନୀୟ

ଲଗାତାର ବର୍ଷା ରେ ମାଲକାନଗିରି ଅବସ୍ଥା ଶୋଚନୀୟ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ଲଗାତାର ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ଅବସ୍ଥା ବେହାଲ । ଜିଲ୍ଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି । ମାଲକାନଗିରି ସହ କାଲିମେଳା, ମୋଟୁ, ବାଲିମେଳା, ଚିତ୍ରକୋଣ୍ଡା ଆଦି ଅଂଚଳ ବିଛିନ୍ନ ।

ମାଲକାନଗିରି ସହରରେ କିଛି ସାହି ମଧ୍ୟ ପାଣି ଘେରରେ ରହିଛି। ବି ଏସ ଫ କ୍ୟାମ୍ପ ନିକଟରେ ମାଓ ଅଂଚଳ ବିସ୍ଥାପିତ ଅଧିବାସୀଙ୍କ ବସ୍ତିଟି ଲଗାଣ ବର୍ଷା ଯୋଗୁଁ ସମ୍ପୁର୍ଣ୍ଣ ନଷ୍ଟ ହୋଇଛି ଯାଦ୍ୱାରା ବସ୍ତି ବାସିନ୍ଦା ମାନେ ରାସ୍ତାରେ ରହିବାକୁ ବାଧ୍ୟ ହେଇଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ରିଲୀଫ ବ୍ୟବସ୍ଥା ସହ ୪୮ ଘଂଟା ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ତା କରାଯାଇଛି । ସେହି ଭଳି ବାଲିମେଳା ଓ ସତୀଗୁଡା ଜଳଭଣ୍ଡାରରେ ଜଳସ୍ତର ବଢୁଥିବାର ସୂଚନା ମିଳିଛି । ସ୍ୱାଭିମାନ ଅଞ୍ଚଳରେ ଜାନବାଇ ଡାକ୍ତରଖାନାରେ ପାଣି ପାସିଯାଇଛି। ମୋଟାମୋଟୀ କହିବାକୁ ଗଲେ ସମଗ୍ର ମାଲକାନଗିରି ଜିଲା ଏବେ ପଣି ଘେରରେ ରହିଛି। ପାଙ୍ଗମ ନଦୀରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି। ଆଉ କିଛି ସମୟ ମଧ୍ୟରେ ପାଙ୍ଗମ ପୋଲ ବୁଡିଯିବାର ଆଶଙ୍କା ରହିଛି। ଯଦି ଏହା ବୁଡିଯାଏ ଜୟପୁର ସହ ମଧ୍ୟ ଯୋଗାଯୋଗ ବିଛିନ୍ନ ହେଇଯିବ। ପ୍ରଶାସନ ପକ୍ଷରୁ ସମସ୍ତ ବିଡ଼ିଓ, ତହସିଲଦାର ତଥା ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ ନିର୍ଧେସ ଜାରି କରାଯାଇଛି। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: