ବାପୁଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ କୋଠା କୁ ଉଦ୍ଘାଟନ କଲେ ଢେଙ୍କାନାଳ ସାଂସଦ ମହେଶ ସାହୁ

0
177

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୪/୧୧) : ଆଜି ଢେଙ୍କାନାଳ ର ବାଜିଚୌକ ଠାରେ ଥିବା ବାପୁଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ବିଦ୍ୟାଳୟ ଗୃହ କୁ ସାଂସଦ ମହେଶ ସାହୁ ଉଦ୍ଘାଟନ କରିଛନ୍ତି ।

ବାପୁଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ କୋଠା ଉଦ୍ଘାଟନ ଉତ୍ସବରେ ଢେଙ୍କାନାଳ ର ଜିଲ୍ଲାପାଳ ସରୋଜ କୁମାର ସେଠୀ, ଢେଙ୍କାନାଳ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।