Related Contents

ଲଗାଣ ବର୍ଷାରେ ପୁଣି ବେହାଲ କଳାହାଣ୍ଡି : ଫୁଲୁଛି ପ୍ରମୁଖ ନଦୀ, ଧୋଇଗଲା ରାସ୍ତା, ଭାଙ୍ଗିଲା ଘର

ଭବାନୀପାଟଣା/ବୋର୍ଡା/ ଜୁନାଗଡ଼ (ସୌମ୍ୟ ରଞ୍ଜନ ସାହୁ) : କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି।

ଭବାନୀପାଟଣା ବ୍ଲକରେ ୯୮.୬ ମିମି, କେସିଙ୍ଗା ବ୍ଳକରେ ୬୪ ମିମି, କର୍ଲାମୁଣ୍ଡା ବ୍ଳକରେ ୭୩.୨ ମିମି, ମଦନପୁର ରାମପୁର ବ୍ଳକରେ ୧୩୪ ମିମି, ନର୍ଲା ବ୍ଳକରେ ୫୮.୫ ମିମି, ଲାଞ୍ଜିଗଡ ବ୍ଳକରେ ୫୯.୪ ମିମି, ଥୁଆମୁଳରାମପୁର ବ୍ଳକରେ ୧୯୪.୬ ମିମି, ଧର୍ମଗଡ ବ୍ଳକରେ ୫୪ ମିମି, ଜୁନାଗଡ ବ୍ଳକରେ ୭୮ ମିମି, କଲମପୁର ବ୍ଳକରେ ୧୦୦ ମିମି, ଜୟପାଟଣା ବ୍ଳକରେ ୩୩ ମିମି, କୋକସରା ବ୍ଳକରେ ୬୦.୨ ମିମି, ଗୋଲାମୁଣ୍ଡା ବ୍ଳକରେ ୪୮.୪ ମିମି ବର୍ଷା ରବିବାର ସକାଳ ୮ଟା ସମୟରେ ରେକର୍ଡ କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ।

Comments are closed.