Friday, March 29, 2024

Top 5 This Week

Related Posts

୩ ବର୍ଷ ହେଲା ଫେରାର ଥିବା ଆସାମୀ କାଶୀନଗର ପୋଲିସ ଦ୍ୱାରା ଗିରଫ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୩/୧୧) : କାଶୀନଗର ପୋଲିସ ୩ ବର୍ଷ ହେଲା ଫେରାର ଥିବା ଆସାମୀ କୁ ଗିରଫ କରିବାରେ ସକ୍ଷମ ହୋଇଛି ।

କାଶୀନଗର ଥାନା ରେ ୨୦୧୯ ମସିହା ର ଏକ ଅପରାଧିକ ମାମଲାରେ କାଶୀନଗର ଗ୍ରାମ ର ଜନୈକ ଜଣେ ଯୁବକ ସଂଶ୍ଳିଷ୍ଟ ଥାଇ ୩ ବର୍ଷ ହେଲା କେଉଁ ଆଡେ ଫେରାର ହୋଇଥିଲା । ଏହି ଆସାମୀ ବିରୋଧ ରେ pocso ଆଇନ୍ ଲାଗିଛି । ସେ ଗତକାଲି ନିଜ ଘର କୁ ଆସିଥିବା ଖବର ପାଇ କାଶୀନଗର ପୋଲିସ ତା’ ଘରକୁ ଚଢ଼ାଉ କରି ତାକୁ ଗିରଫ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Popular Articles