ଦୁର୍ଗୀ ଗ୍ରାମର ଆଦର୍ଶ ବିଦ୍ୟାଳୟ ଠାରେ ଚାଇଲ୍ଡ ଲାଇନର ଏକ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଟିତ

0
358

ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମକଟକ,(୨୧/୧୧) : ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଗ୍ରାମର ଆଦର୍ଶ ବିଦ୍ୟାଳୟରେ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।fae2ac25 7c28 4c71 b926 8e4841c20529 ଦୁର୍ଗୀ ଗ୍ରାମର ଆଦର୍ଶ ବିଦ୍ୟାଳୟ ଠାରେ ଚାଇଲ୍ଡ ଲାଇନର ଏକ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଟିତ

ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ଦାସ ଓ ୨୦୦ ଜଣ ଛାତ୍ର ଓ ଛାତ୍ରୀ ମାନକୁ ନେଇ ବାଲ୍ୟ ବିବାହକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଚେତନ କରାଇବା ସହ ପିଲାମାନଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିଥିଲେ । ଆଜି ଦୁର୍ଗୀ ଗ୍ରାମର ଆଦର୍ଶ ବିଦ୍ୟାଳୟ ଭାଲେରି ଠାରେ ଚାଇଲଡ ଲାଇନ ତରଫରୁ ଚାଇଲଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ କରାଯାଇଥିଲା |54a84ef2 2695 4c86 acf6 d4b54f98a292 ଦୁର୍ଗୀ ଗ୍ରାମର ଆଦର୍ଶ ବିଦ୍ୟାଳୟ ଠାରେ ଚାଇଲ୍ଡ ଲାଇନର ଏକ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଟିତ

ପିଲାଙ୍କୁ ନେଇ ପ୍ରତିଯୋଗିତା ସହ ବାଲ୍ୟ ବିବାହ ନ କରିବା ଏବଂ ଅସୁବିଧା ସମୟରେ ୧୦୯୮ କୁ ଫୋନ କରିବା ପାଇଁ କୁହାଯାଇଥିଲା | ଶେଷରେ ପିଲାଙ୍କୁ ପୁରସ୍କାର ଦିଆଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା | ଏହାକୁ ଚାଇଲଡ ଲାଇନ ସଦସ୍ୟ ରାଧେଶ୍ୟାମ ହିଆଲ, ସୁରଜିତ ଡୁଙ୍ଗ ଡୁଙ୍ଗ ଓ ସାଧୁ କଲକା ପରିଚାଳନା କରିଥିଲେ |