Related Contents

୧୧କେଭି ବିଦ୍ୟୁତ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆସି ଯିବାରୁ ଲାଇନ ମ୍ୟାନର ଘଟଣା ସ୍ଥଳରେ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମାଝୀଗୁଡା ଗ୍ରାମରେ ଆଜି ଅସ୍ଥାୟୀ ଲାଇନ ମ୍ୟାନ ୧୧କେଭି ବିଦ୍ୟୁତ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆସି ଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

ତାଙ୍କର ନାମ ରାଜ ଗୋପାଲ ରେଡ୍ଡୀ(୪୦) ତାଙ୍କ ଘର ଖଇରପୁଟ ଲାଇନମ୍ୟାନ ସାହିରେ, ସେ କିଛି ବର୍ଷ ହେବ ସାଉଥକୋରେ ଅସ୍ଥାୟୀ ଲାଇନ ମ୍ୟାନ ଭାବେ କାର୍ଯ୍ୟରତ ଥିଲେ। କ୍ଷତିପୂରଣ ଦାବିରେ ଅଞ୍ଚଳ ବାସୀ ୪୭ନ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି।

Comments are closed.