Related Contents

ବଜ୍ରାଘାତରେ ଜଣକର ମୃତ୍ୟୁ ଅଭିଯୋଗ

ମୁରୀବାହଲ ( ଭଗବାନ ମହାନ୍ତି): ବଙ୍ଗୋମୁଣ୍ଡା ବ୍ଲକ ତଥା ସିଂଧେକେଲା ଥାନା ଅନ୍ତର୍ଗତ ଝରିଆଲ ଗ୍ରାମର ସତ୍ୟଜିତ ଭୋଇ (35)ଙ୍କୁ ଗତ କାଲି ସାନ୍ଧ୍ୟ ପ୍ରାୟ 7 ଟା ସମୟରେ ବଜ୍ରାଘାତରେ ଗୁରୁତର ଆହତ ହୋଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ଏକ ମାମଲା ଦାୟର କରି ଏବେ ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି।

Comments are closed.