ଚାଇଲ୍ଡ ଲାଇନ ସେ ଦୋସ୍ତୀ କାର୍ଯ୍ୟକ୍ରମ ମୁନିଗୁଡା ଠାରେ ଅନୁଷ୍ଠିତ

0
217

ରିପୋର୍ଟ : ନରତ୍ତମ ପାଢୀ
ମୁନିଗୁଡା, ରାୟଗଡା, (୧୯/ ୧୧) : ରାୟଗଡା ଜିଲ୍ଲା ର ମୁନିଗୁଡା ବ୍ଲକ ରେ ଚାଇଲ୍ଡ ଲାଇନ ସେ ଦୋସ୍ତୀ କାର୍ଯ୍ୟକ୍ରମ ପ୍ରଥମେ ପୋଲିସ ଫାଣ୍ଡି ଓ ରେଲୱେ ଟେସନ୍ ରେ ଓ ଉଚ୍ଚ ବିଦ୍ୟାଳୟ ପିଲାମାନଙ୍କୁ ନିୟୋଜିତ କରି କାର୍ଯ୍ୟକ୍ରମ କରିଥିଲେ ।WhatsApp Image 2021 11 20 at 10.46.06 AM 1 ଚାଇଲ୍ଡ ଲାଇନ ସେ ଦୋସ୍ତୀ କାର୍ଯ୍ୟକ୍ରମ ମୁନିଗୁଡା ଠାରେ ଅନୁଷ୍ଠିତ

ଚାଇଲ୍ଡ ଲାଇନ ସେ ଦୋସ୍ତୀ କାର୍ଯ୍ୟକ୍ରମ କୁ ମୁନିଗୁଡା ବ୍ଲକ ର ଭାରପ୍ରପ୍ଟ ଅଧିକାରୀ ଶ୍ରୀ ମତି ସୁଜ୍ଞାନୀ ସାହୁ ଓ ରେଲୱେ ଇନ୍ସସ୍ପଟର ଶ୍ରୀ ପିସ୍ ରାଓ ଏଵଂ ଚାଇଲ୍ଡ ଲାଇନ ର ଶ୍ରୀ ରାଧେଶ୍ୟାମ ହୀଆଲ, ଶ୍ରୀ ସୁରଜୀତ ଡୁଙ୍ଗୁ ଡୁଙ୍ଗ ଓ ସାଧୁ କଲକା ପରୀଚାଳନା କରିଥିଲେ । ବିଦ୍ୟାଳୟ ରେ ବିଭିନ୍ନ ପ୍ରକାର ର ପ୍ରତିଯୋଗିତା ର ମଧ୍ୟ ଆୟୋଜନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ସମାଜ ସେବକ ପ୍ରମୋଦ ଦାସ ଓ ଅନୀତା ପିଡିକାକା ଉପସ୍ଥିତ ଥିଲେ ବୋଲି ଜଣା ପଡ଼ିଛି ।