Related Contents

ପଦ୍ମପୁରରେ ସ୍ୱାଧୀନତା ଦିବସ ପାଳିତ

ପଦ୍ମପୁର (ତ୍ରିବିକ୍ରମ ପ୍ରଧାନ):ବରଗଡ଼ ଜିଲ୍ଲା ପଦ୍ମପୁର ଆର.ବି.ହାଇସ୍କୁଲ ପଡିଆରେ ଉପଖଣ୍ଡସ୍ଥରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଅଛି |

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରlକର ପତାକା ଉତ୍ତୋଳନ କରିଥିଲେ | ତହସିଲଦାର ଙ୍କ ସହ ପୋଲିସ, ଅଗ୍ନିଶମ ବିଭାଗ ଅଧିକାରୀ ଓ ପଦ୍ମପୁର ର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ | ଅତ୍ୟଧିକ ବର୍ଷ ଓ ଘଡ ଘଡି ଆଶଙ୍କା ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇ ନ ଥିଲେ | ପରେ ଉପଜିଲ୍ଲାପାଳ ପଦ୍ମପୁର ସବଡ଼ିଭିଜନlଲ ହସ୍ପିଟାଲ ଯାଇ ସେଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ |

Comments are closed.