Related Contents

ମ.ରାମପୁର ବ୍ଳକରେ ବାସ୍ତରୀ ତମ ସ୍ୱାଧୀନତା ଦିବସ ପାଳନ

ମ.ରାମପୁର(ଡିଙ୍ଗର କିଶୋର ସାହୁ): ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ବାସ୍ତରୀ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି।

ଏଥିରେ ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରି ପତାକା ଉତ୍ତୋଳନ କରିଥିଲେ। ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର କିଛି ପିଲା ଏଥିରେ ଯୋଗ ଦେଇଥିଲେ। ସେହିପରି ପଦ୍ମନପୁର,ବାଂକେଲ, ବମକ, କେନ୍ଦୁବନ୍ଧ, ମ.ରାମପୁର ତଥା ଅନ୍ୟ ସ୍କୁଲ ମାନଙ୍କରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ତେବେ ପାଣିପାଗ ବିଭାଗର ସୂଚନା ମତେ ଓଡିଶା ସରକାର ଛାତ୍ରଛାତ୍ରୀ ମାନଙ୍କୁ ବାରଣ ସତ୍ତ୍ୱେ କିଛି ଛାତ୍ରଛାତ୍ରୀ ଯୋଗ ଦେଇଥିବାର ଦେଖିବାର ମିଳିଛି। ମୋଟାମୋଟି କହିବାକୁ ଗଲେ ଶାନ୍ତିପୂର୍ଣ୍ଣ ଭାବେ ସ୍ୱାଧୀନତା ଦିବସ ପାଳିତ ହୋଇଛି।

Comments are closed.