କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ବନ୍ୟାର ବିତ୍ପାତ

ମ.ରାମପୁର(ଡିଙ୍ଗର କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ସତ ହୋଇଛି।

କାଲି ଓ ଆଜି ଅତି ପ୍ରବଳ ବର୍ଷା ଯୋଗୁଁ ଏ ଅଞ୍ଚଳର ବମକ ରାସ୍ତାରେ ତିନି ଫୁଟ, ଉତେଇ ନଦୀ ଟୁର୍ଚି ପୋଲ ପାର୍ଶ୍ଵରେ ପାଣି ପ୍ରାୟ ତିନିଚାରି ଫୁଟ,ରେଗଡ଼ା ପୋଲ ପାର୍ଶ୍ୱରେ ଦଶରୁ ବାର ଫୁଟ ତଥା ନୁନପୁର,ଡ଼ମକର୍ଲଖୁଣ୍ଟା,ଦେଓଗାଁ ବାଂକେଲ ଆଦି ଅଞ୍ଚଳର ରାସ୍ତା ଉପରେ ପାଣି ଚାଲିବା ରୁ ଗାଡି ମୋଟର ବନ୍ଦ ରହିବା ସହ ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇ ଅଛି।

Comments are closed.