Advertisements
Thursday, July 9, 2020

Daily Archives: Dec 0, 0

ମୋ ସରକାର ର ପ୍ରଭାବ / ଶିବଙ୍କ ପରିବାରକୁ ମିଳିଲା ରାସନ କାର୍ଡ

ରିପୋର୍ଟ: ବିଭୁତି ଲହରିଆ //ବାଲିଗୁଡା (୨୪ /୫): ରାଜ୍ୟସରକାର କୌଣସି ଭୋକିଲା ଯୋଜନାରୁ ବାଦ ନ ପଡନ୍ତୁ ସେଥିପାଇଁ ଓଡିଶା ସରକାର ୫ଟି କାର୍ଯ୍ୟକାରୀ କରିଛନ୍ତି ମୋ ସରକାର...

ଲକ ଡାଉନରେ ଫସି ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କଲେ ବନ୍ଧୁଗାଁ ପୋଲିସ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୪:୫:୨୦): କୋରାପୁଟ ଜିଲା ବନ୍ଧୁଗାଁ ଓ ନାରାୟଣ ପାଟଣା ଦୁଇ ବ୍ଲକର ଦୁଇ ପରିବାର ପିଲା ଛୁଆଙ୍କ ସହ ପରିବାର ପୋଷଣ...

ପଦ୍ମପୁରରେ ମୋଦି ଅନ୍ନର ଦ୍ଵିତୀୟ ଦିନ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୨୪/୦୫): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ...

ସରକାରୀ ଚିକିତ୍ସା ଅପେକ୍ଷାରେ ୬ବର୍ଷର ବାଳକ ଦେବ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୨୪.୦୫.୨୦): ପଦ୍ମପୁର ସ୍ଥିତ ହନୁମାନ ପଡ଼ା ୱାର୍ଡ ନମ୍ବର ୩ନିବାସୀ ପିତା ଗୋବର୍ଦ୍ଧନ ସେଠ ମା ଉପମା ସେଠଙ୍କ ୬ବର୍ଷର ଶିଶୁ...

ବିଜେପୁର ରୁ ବରମୁଣ୍ଡା ପ୍ରଧାନମନ୍ତ୍ରୀ ରାସ୍ତା କାମରେ ଚଞ୍ଚକତା: ଇଂଜିନିୟର ପରିବତ୍ତର୍ନ ପରେ ଠିକାଦାର ୧କୋଟି ୩୦ଲକ୍ଷ ଉଠାଇ ନେଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୨୪/୦୫): କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ଓଡିଶା ରାଜ୍ୟ କୁ କୋଟି କୋଟି ଟଙ୍କାର ଅନୁଦାନ...

ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ପରେ ବି କୋଚିଂ ସେଣ୍ଟର ବନ୍ଦ, ଖୋଲିବାକୁ ଦାବି କଲା ସଂଘ

ରିପୋର୍ଟ: ପ୍ରଦୀପ କୁମାର ପାଣିଗ୍ରାହୀ //ବ୍ରହ୍ମପୁର(୨୪/୦୫): ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ କଣ୍ଟେନମେଣ୍ଟ ଜୋନ ବ୍ୟତିତ ଅନ୍ୟ ସମସ୍ତ ସ୍ଥାନ...

ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ସାଇକେଲରେ ଆସିଲେ ୧୨୦୦କିଲୋମିଟର ପ୍ରବାସୀ ଓଡ଼ିଆ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା (୨୪ /୫): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମୁସକିଲ ଗ୍ରାମରେ ଦେଖିବାକୁ ମିଳିଛି ୯ଜଣ ପ୍ରବାସୀ ଓଡ଼ିଆ ପଞ୍ଜିକରଣ ପରେ ବି...

Most Read

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...