Friday, September 25, 2020

Daily Archives: Dec 0, 0

ପଂଚାୟତ ହାଇସ୍କୁଲ ଠାରେ ରୋବୋର୍ଟ ଏବଂ କୃତ୍ରିମ ବୁଦ୍ଧି କର୍ମଶାଳା ଅନୁଷ୍ଠିତ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାରମୁରିବାହାଲ(୦୯/୧୧): ସ୍ଥାନୀୟ ପଂଚାୟତ ହାଇସ୍କୁଲ ମୁରିବାହାଲ ଠାରେ ପ୍ରଧାନ ଶିକ୍ଷକ ପୀତବାସ ସାହୁଙ୍କ ସଭାପତିତ୍ୱରେ ରୋବୋର୍ଟ ଏବଂ କୃତ୍ରିମ ବୁଦ୍ଧି କର୍ମଶାଳା...

ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କରାୟଗଡା(୯/୧୧/୧୯): ପୁଣ୍ୟ ଓ ପବିତ୍ର ଏହି କାର୍ତିକ ମାସ, ଗାଁ ରୁ ସହର ସବୁଠି ଦେଖିବାକୁ ମିଳେ ଭଗବାନଙ୍କ ନାମ ଭଜନ କୀର୍ତ୍ତନ...

ମାଟି ନୁହଁ କଂକ୍ରିଟ ଦରକାର – ବୈପାରୀଗୁଡା ଗ୍ରାମବାସୀ

ରିପୋର୍ଟ: ଏନ.ସନ୍ତୋଷ କୁମାର ବୈପାରୀଗୁଡା(୦୯/୧୧): ବୈପାରୀଗୁଡା ଗ୍ରାମବାସି ଆଜି ୩୨୬ନମ୍ବର ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱ ମାଟି କାମ ବନ୍ଦ କରି ଲିଙ୍କନ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଛନ୍ତି...

ଟିକିରି ପୋଲିସ ଜବତ କଲେ ୨ଲକ୍ଷ ୩୦ହଜାର ଟଙ୍କାର ନକଲି ୨୦୦୦ଟଙ୍କା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କରାୟଗଡ଼(୦୯/୧୧): ରାୟଗଡା ପୋଲିସ ଜ଼ିଲ୍ଲା ଅଧୀନସ୍ତ ଟିକିରି ପୋଲିସ ଥାନା ଅନ୍ତର୍ଗତ ଟିକିରି ଗ୍ରାମର ସୁନାମୁଦୀ ସାହିରୁ ଟିକିରି ଥାନା ଅଧିକାରୀ ଶ୍ରୀମତୀ...

କନ୍ଧମାଳ ଜିଲ୍ଲା ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ସଚେତନତା ରାଲି

ରିପୋର୍ଟ: ଜଗଦୀଶ ଦାସ ଜି.ଉଦୟଗିରି(୦୯.୧୧): କନ୍ଧମାଳ ଜିଲ୍ଲା ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଜିଉଦୟଗିରିରେ ବାଇକ ରାଲି ମାଧ୍ୟମରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।...

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ରାୟଗଡ଼ାରେ ଶୋଭାଯାତ୍ରା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କରାୟଗଡ଼ା(୦୮/୧୧): ରାୟଗଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରି ସହରବାସୀ ଆଜି ରାଜରାସ୍ତାକୁ ଓଲ୍ଲାଇଥିଲେ । ସମସ୍ତ ଦଳୀୟ ନେତା ଓ...

ଐତିହାସିକ ରାୟ ପ୍ରକାଶ: ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟକୁ ୩ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ (୦୯/୧୧): ରାମ ଜନ୍ମଭୂମି ବାବରୀ ମସ୍‌ଜିଦ୍‌ ମାମଲାର ଐତିହାସିକ ରାୟ ଶନିବାର ପୂର୍ବାହ୍ନ ୧୦ଟା ୩୦ରେ ପ୍ରକାଶ ପାଇଛି । ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ...

ମୁରିବାହାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାରମୁରିବାହାଲ(୦୮/୧୧): ମୁରିବାହାଲ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ନାଏକଙ୍କ ତତ୍ୱାବଧାନରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |...

କରଣ ସମାଜ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଠିତ

ରିପୋର୍ଟ: ନିରୋଜ ପାଣି ପାଇକମାଳ(୦୮.୧୧): ଆଜି ଶନିବାର ଦିନ ଅପରାହ୍ନ ୪ଟା ସମୟରେ ବରତୁଣ୍ଡା ବଜାର ପ୍ରାଙ୍ଗଣରେ ପାଇକମାଳ ଓ ଝାର ବନ୍ଦ ବ୍ଲକ୍ ନୃସିଂହନାଥ ଜୋନ କରଣ...

Most Read

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...