Advertisements
Tuesday, June 2, 2020

Daily Archives: Dec 0, 0

ଇମ୍ଫାରେ କର୍ମଚାରୀ ଭବିଷ୍ୟନିଧୀ ପାଣ୍ଠି ସଚେତନତା କର୍ମଶାଳା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କରାୟଗଡା(୩୦/୧୦): ରାୟଗଡା ସ୍ଥିତ କର୍ମଚାରୀ ଭବିସ୍ୟନିଧୀ ସହକାରୀ ଆୟୁକ୍ତ ଶ୍ରୀ ଆବେଷ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଇମ୍ଫା କମ୍ପାନୀ ପରିସରରେ ସତର୍କତା ଜାଗରଣ...

କର୍ଲାମୁଣ୍ଡା ବ୍ଲକ୍ କୃଷି ଉଦ୍ୟାନ ବଗିଚାରେ କୃଷି ଜନ ସମ୍ପର୍କ ମେଳା ଅନୁଷ୍ଠିତ

ରିପୋର୍ଟ: ହିରୋଜ ସାହୁ କର୍ଲାମୁଣ୍ଡା(୩୦/୧୦): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ କୃଷି ଉଦ୍ୟାନ ବଗିଚାରେ କୃଷି ଜନ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି |

ସ୍ୱାଭିମାନ ଅଂଚଳର ମେଡିକାଲରେ ପାଣି

ରିପୋର୍ଟ: ରାଜକମଲ ପୁରୋହିତଚିତ୍ରକୋଣ୍ଡା(୩୦/୧୦): ଯୋଡ଼ାଆମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷାପାଣି ପଶିଲା, ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ...

ଦଲାଲଙ୍କ କବଜାରେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫T ଯୋଜନା ବାଟବଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ଗଞ୍ଜାମ(୩୦/୧୦): ସରକାର ଫାଇବ୍ ଟି ଓ ମୋ ସରକାର ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ପ୍ରାଥମିକତା ଭିତ୍ତିରେ ମେଡିକାଲ୍ ଗୁଡ଼ିକ ଦଲାଲ୍ ମୁକ୍ତ ପାଇଁ ଏକ...

ବାଲିଘାଟ ରେ ବାଲି ଚାଲାଣ ବନ୍ଦ ଦାବିରେ ଗ୍ରାମବାସି ଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି

ରିପୋର୍ଟ : ଚିତ୍ତରଞ୍ଜନ ବାଗ ଗୋଲାମୁଣ୍ଡା,କଳାହାଣ୍ଡି(୩୦/୧୦): ଅନବରତ ବାଲି ଚାଲାଣକୁ ଵିରୋଧ କରି ତେଲ ନଦୀ କୁମ୍ଭାରୀ ବାଲିଘାଟ ଠାରେ ତେଜିଲା ଜନ ଆନ୍ଦୋଳନ । କଳାହାଣ୍ଡି ଜିଲ୍ଲା...

ବେଆଇନ ପଥର ବ୍ଲାଷ୍ଟ୍ ରେ ଥରିଲା ଗ୍ରାମ, ସରକାରଙ୍କ ୫-T ଯୋଜନା ଫେଲ

ରିପୋର୍ଟ: ଜିତୁ ସାହୁ କଳାହାଣ୍ଡି(୨୯/୧୦): କଲାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ୍ ଅନ୍ତର୍ଗତ ରଣମାଲ ପଞ୍ଚାୟତ ଲାଣ୍ଡିମୁଣ୍ଡି ଡୋଙ୍ଗର ରେ ବେଆଇନ ପଥର ଖାଦାନ୍ ବ୍ଲାଷ୍ଟିଂ କୁ ନେଇ ଗ୍ରାମବାସୀ...

୧୦ ବର୍ଷିୟ ଶିଶୁ କଳାକାରଙ୍କ ୧ ମିଲିୟନ ଦର୍ଶକ

ରିପୋର୍ଟ: ନିରୋଜ ପାଣି ପାଇକମାଳ(୩୦/୧୦): ବର୍ତମାନ ଯୁଗରେ ପିଲାଠୁ ବୁଢା ଯାଏଁ ସମସ୍ତେ ଟିକଟକ ନିଶାରେ ରାତାରାତି ଲୋକପ୍ରିୟ ହେଉଥିବା ବେଳେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଜାମସେଠ...

ପିତୃପୁରୁଷଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଲେ ପରିବାର

ରିପୋର୍ଟ: ଡିଳେଶ୍ୱର ବାଗ ପଦ୍ମପୁର(୩୦/୧୦): ବର୍ତ୍ତମାନର ଯୁଗରେ ଆଧୁନିକତା ଭିତରେ ପିତୃପୁରୁଷଙ୍କୁ ଦିଆଯାଉଛି ନିଆରା ଶ୍ରଦ୍ଧାଞ୍ଜଳି | ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟେଙ୍ଗରାପଥର ଗାଁର ପାଞ୍ଚ ଭାଇ...

ମଙ୍ଗଳବାର ଦିନ କାଳିପୂଜା ମଣ୍ଡପରେ ଚଣ୍ଡୀ ପାଠ

ରିପୋର୍ଟ: ଲୋକନାଥ ସାହୁଗୁଡାରି(୩୦/୧୦): ଗୁଡାରିରେ ଆୟୋଜିତ ପବିତ୍ର ଦକ୍ଷିଣ କାଳି ପୂଜା ମଣ୍ଡପରେ ଦିନ ତମାମ ଚଣ୍ଡୀପାଠର କାର୍ଯ୍ୟକ୍ରମ ରହିଛି ।

Most Read

ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି (୦୧/୦୬): ଆଜି ରାଜ୍ୟସରକାରଙ୍କ ତରଫରୁ ଲକଡାଉନ୫.୦କୁ ସମଗ୍ର ରାଜ୍ୟରେ ଲାଗୁକରାଇ ଥିବାବେଳେ କିଛି ଜିଲ୍ଲା ରେ ଏହା ପୁର୍ନବାର ଏହା କଠୋର ଭାବେ...

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ" ବିଶ୍ୱ ହିନ୍ଦୁ ପରିଷଦ...

କ୍ଲଷ୍ଟରସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା ଗ୍ରାମରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।...

୬୮ ବୋତଲ କଫ୍ ସିରପ ସହ ଜଣେ ଗିରଫ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧ /୬): ପଦ୍ମପୁର ଉପ ଖଣ୍ତ ଜଗଦଲପୁର ପୋଲିସ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍...