Advertisements
Tuesday, June 2, 2020

Daily Archives: Dec 0, 0

ଲେବେଡା ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ରିପୋର୍ଟ:ଭଗବାନ ମହାନ୍ତି / ନିମାଇଁ ବଘାର ମୁରିବାହାଲ(୨୨/୧୦): ମୁରିବାହାଲ ବ୍ଲକ ଲେବେଡା ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁରିବାହାଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ନାୟକଙ୍କ...

ମୁରିବାହାଲ ରେ ଗ୍ରାମୀଣ ଦୈବିକ ଦୁର୍ବିପାକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର ମୁରିବାହାଲ(୨୨/୧୦): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କନଫରେନ୍ସ ହଲରେ ଗ୍ରାମୀଣ ଦୈବୀ ଦୁର୍ବିପାକ କର୍ମଶାଳା ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ସୀପକ...

ମୁରିବାହାଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଏବଂ ପ୍ରସୂତି ଡାକ୍ତରଙ୍କ ଯୋଗଦାନ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର ମୁରିବାହାଲ(୨୨/୧୦): ବଲାଙ୍ଗୀର ଜିଲା ମୁରିବାହାଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଏବଂ ପ୍ରସୂତି ଡାକ୍ତର ଦେବବ୍ରତ ସାହୁ ମଙ୍ଗଳବାର ଦିନ ଯୋଗଦାନ...

ଡାଲମିଆ ସିମେଣ୍ଟ କର୍ମଚାରୀଙ୍କ ବିଭିନ୍ନ ଦାବୀ ନେଇ କମ୍ପାନୀର ମୁଖ୍ୟ ଫାଟକ ଆଗରେ ଧରଣା

ରିପୋର୍ଟ: ରାଜେଶ କୁମାର ଜେନା ସୁନ୍ଦରଗଡ଼(୨୩/୧୦): ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁରର ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ରେ କର୍ମଚାରୀ ମାନେ ବିଭିନ୍ନ ଦାବୀ ନେଇ କମ୍ପାନୀର ମୁଖ୍ୟ ଫାଟକ ଆଗରେ...

ସ୍ୱଚ୍ଛ ଭାରତରେ “ପପେଟ”ର ପଥପ୍ରାନ୍ତ ନାଟକ

ରିପୋର୍ଟ: ଦେବେନ୍ଦ୍ର ନାୟକକାଶୀପୁର(୨୨/୧୦): ଜିଲ୍ଲା ଜଳପରିବହନ ମିଶନ ରାୟଗଡା ବ୍ଲକ କାଶିପୁରରେ ସ୍ଵଚ୍ଚତା ଉପରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି |

ଡାଲଖାଇ ଲୋକମହୋତ୍ସବ-୨୦୧୯ ସପ୍ତମ ବର୍ଷ ଉଦଯାପିତ

ରିପୋର୍ଟ-ଭୋଜରାଜ ବରିହାଖପ୍ରାଖୋଳ(୨୩/୧୦): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଳ ବ୍ଳକ ବେନକେରା ଗାଁରେ ପାଞ୍ଚ ଦିନ ଧରି ହେଉଥିବା ଡାଲଖାଇ ମହୋତ୍ସବ-୨୦୧୯ ଉଦଯାପିତ ହୋଇଯାଇଛି ।

ପଦ୍ମପୁର ଏନଏସିର ୱାର୍ଡ ବୁଲିଲେ ପୂର୍ବତନ ବିଧାୟକ, ପରିମଳ ବ୍ୟବସ୍ଥା ଉପରେ ଖପ୍ପା

ରିପୋର୍ଟ: ନିରୋଜ ପାଣି, ଡିଳେଶ୍ୱର ବାଗ ପଦ୍ମପୁର(୨୩/୧୦): ପଦ୍ମପୁର ଏନଏସି ର ୱାର୍ଡ ନ ୬କୁ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯାଇଥିବା ସମୟରେ ସେହି ୱାର୍ଡର...

ଲଉଡିଦର୍ହା ଗ୍ରୀଡ ନିର୍ମାଣରେ କଛ୍ଛପ ଗତି

ରିପୋର୍ଟ : ନିରୋଜ ପାଣି,ଡିଳେଶ୍ୱର ବାଗପଦ୍ମପୁର(୨୩/୧୦): ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅଧିନସ୍ଥ ଲଉଡିଦର୍ହା ଠାରେ ଅଂଚଳରେ ବିଜୁଲି ଯୋଗାଣ ପାଇଁ ଏକ ୩୩/୧୧ କେଭି ଗ୍ରୀଡ ନିର୍ମାଣ...

ଆଶାକିରନ ହସ୍ପିଟାଲ ପକ୍ଷରୁ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (୨୩/୧୦): ଲମତାପୁଟ ସଦର ମହକୁମାରେ ସ୍ଥାନୀୟ ଆଶାକିରନ ହସ୍ପିଟାଲ ପକ୍ଷରୁ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳନ କରାଯାଇଛି | ଲମତାପୁଟ ମୁଖ୍ୟ ବଜାରର...

ରାଜ ବୋଡାସମ୍ବର ଫଟୋଗ୍ରାଫିକ୍ସ ସଂଘର ପ୍ରଶିକ୍ଷଣ ଶିବିର

ରିପୋର୍ଟ: ନିରୋଜ ପାଣି, ଡିଳେଶ୍ୱର ବାଗ ପଦ୍ମପୁର(୨୩/୧୦): ଆଜି ଦିନ ସକାଳ ୧୧ଘଣ୍ଟା ସମୟରେ ପଦ୍ମପୁର ସ୍ଥିତ ହୋଟେଲ ରେଜେନ୍ସି ଠାରେ ପାନାସୋନିକ କମ୍ପାନୀ ତରଫରୁ ପଦ୍ମପୁର ରାଜ...

Most Read

ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି (୦୧/୦୬): ଆଜି ରାଜ୍ୟସରକାରଙ୍କ ତରଫରୁ ଲକଡାଉନ୫.୦କୁ ସମଗ୍ର ରାଜ୍ୟରେ ଲାଗୁକରାଇ ଥିବାବେଳେ କିଛି ଜିଲ୍ଲା ରେ ଏହା ପୁର୍ନବାର ଏହା କଠୋର ଭାବେ...

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ" ବିଶ୍ୱ ହିନ୍ଦୁ ପରିଷଦ...

କ୍ଲଷ୍ଟରସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା ଗ୍ରାମରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।...