Advertisements
Tuesday, June 2, 2020

Daily Archives: Dec 0, 0

ମାଓ ପୋଷ୍ଟର ଦ୍ୱାରା ପୋଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀମାନେ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କରାୟଗଡ଼ା(୧୬/୧୦/୧୯): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ବୁଧବାର କିଛି ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି ।...

ରାୟଗଡାରେ ଗଜଲକ୍ଷ୍ମୀ ପୂଜା ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼ ରାୟଗଡା(୧୬/୧୦): ରାୟଗଡା ସହରରେ ନିୟୁ- କଲୋନୀ ସ୍ଥିତ ଗଜଲକ୍ଷ୍ମୀ ପୂଜା ବଡ଼ ଆଡ଼ମ୍ବର ସହିତ ପାଳନ କରାଯାଉଛି ବିଭିନ୍ନ ପ୍ରକାର ଦୋକାର ବଜାର ସାଙ୍ଗକୁ...

ନକଲି ବିଡି କାରଖାନା ଠାବ,୧ଗିରଫ

ରିପୋର୍ଟ: ଡିଳେଶ୍ୱର ବାଗ ପଦ୍ମପୁର (୧୬.୧୦.୧୯): ପଦ୍ମପୁର ପୋଲିସ ନିଶା ବ୍ୟବସାୟୀଂକୁ ସାବାଡ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ।

ପଦ୍ମପୁର ମହୁଲପାଲି ଛକରେ ଦୁର୍ଘଟଣା

ରିପୋର୍ଟ: ଡିଳେଶ୍ୱର ବାଗ ପଦ୍ମପୁର(୧୬/୧୦): ବରଗଡ ଜିଲ୍ଲା ପଦ୍ମପୁର ମହୁଲପାଲି ଛକରେ ସନ୍ଧ୍ୟା ୫ଟା ସମୟରେ ଏକ ବାଇକ ଆରୋହି ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଭାରସାମ୍ୟ ହରାଇ...

ମୁରିବାହାଲ ଟ୍ରାକ୍ଟର ମାଲିକ ସଙ୍ଘ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ

ରିପୋର୍ଟ: ଭଗବାନ ମହାନ୍ତି ମୁରିବାହାଲ(୧୬/୧୦): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଟ୍ରାକଟର ସଂଘ ପିକେଟିଂ କରି ସ୍କୁଲ କଲେଜ, ଦୁକାନ ବଜାର ବନ୍ଦ କରିଥିଲେ |...

ମୁରିବାହାଲ ସାମ୍ବାଦିକ ସଙ୍ଘ ରାସ୍ତାମତିକଲେ

ରିପୋର୍ଟ: ଭଗବାନ ମହାନ୍ତି ମୁରିବାହାଲ(୧୬/୧୦): ବଲାଙ୍ଗୀର ଜିଲା ମୁରିବାହାଲ ସାମ୍ବାଦିକ ସଙ୍ଘ ତରଫରୁ ରାସ୍ତା ମରାମତି କରାଯାଇଅଛି | ମୁରିବାହାଲ ଗ୍ରାମ ଭିତରେ ଥିବା ଅନେକ...

ଆଗଲପୁର ବ୍ଲକ ଯୁବ ବାହିନୀଙ୍କ ଦ୍ୱାରା ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ମାଧବ ସାହୁ ଆଗଲପୁର(୧୬/୧୦): ଆଗଲପୁର ବ୍ଲକ ଯୁବବାହିନୀଙ୍କ ଦ୍ୱାରା ରକ୍ଷକ କାର୍ଯ୍ୟକ୍ରମ ରାମପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ୨ଚକିଆ ଓ...

ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟନାୟକଙ୍କ ଜନ୍ମଦିନରେ ବାଲିଗୁଡା ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ରିପୋର୍ଟ: ବିଭୁତି ଲହରିଆ ବାଲିଗୁଡା(୧୬/୧୦): ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟନାୟକଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ବାଲିଗୁଡା ବିଜେଡି ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ଜୀବନ...

ଛତୁଆ ବିକ୍ରି ଘଟଣା, ସିଡିପିଓଙ୍କ ତଦନ୍ତ ଆରମ୍ଭ, ଧର୍ମକୁ ଆଖିଠାର ସଦୃଶ

ରିପୋର୍ଟ: ବିମଳେନ୍ଦୁ ସାହୁ ଲୋଇସିଂହା(୧୬/୧୦): ବଲାଂଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ ବାନିପାଳି ପଂଚାୟତ ଅନ୍ତର୍ଗତ ତବଲବାଞ୍ଜି ଅଙ୍ଗନବାଡି କେନ୍ଦ୍ରର କର୍ମୀ ସଂଜୁ ବାଗ ଗତ...

କୋଦଳା ମେଡିକାଲରେ ନିସ୍ଵାର୍ଥପର ସେବା, ଜନତାଙ୍କ ପ୍ରଂଶସାରେ ୨ଡାକ୍ତର

ରିପୋର୍ଟ: ଜଗନ କୁମାର ସେଠି ଗଞ୍ଜାମ(୧୬/୧୦): ଦିନକୁ ଦିନ ବିଭିନ୍ନ ସ୍ଥାନରେ ଅଫିସର ମାନେ ଦୁର୍ନୀତି କରୁଥିବା ଏବଂ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରାହେଉ ଥିବାର ଖବର...

Most Read

୬୮ ବୋତଲ କଫ୍ ସିରପ ସହ ଜଣେ ଗିରଫ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧ /୬): ପଦ୍ମପୁର ଉପ ଖଣ୍ତ ଜଗଦଲପୁର ପୋଲିସ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍...

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...