Wednesday, August 12, 2020

Daily Archives: Dec 0, 0

ଚାରପାଲି ଅଙ୍ଗନବାଡି କେନ୍ଦ୍ରରେ ମମତା ଦିବସ ପାଳନ

ରିପୋର୍ଟ: ଡିଳେଶ୍ୱର ବାଗ ପଦ୍ମପୁର(୦୧/୧୦): ବରଗଡ ଜିଲ୍ଲା ପଦ୍ମପୁର ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମରେ ଅଙ୍ଗନବାଡି କର୍ମୀ ପଟନାୟକ ତରଫରୁ ମମତା ଦିବସ ପାଳନ କରାଯାଇଥିଲା ।

ପ୍ରଶ।ସନର ପ୍ରଚେଷ୍ଟା ରେ ଦୁଇଦିନ ପରେ ପୁଟ।ସିଂ ରେ ରାସ୍ତାରୋକ ହଟିଲା

ରିପୋର୍ଟ: ପ୍ରଦୀପ କୁମାର ପାତ୍ରରାୟଗଡା (୩୦/୦୯): ରାୟଗଡା ଜିଲ୍ଲା ପୁଟ।ସିଂ ପଞ୍ଚ।ୟତ ରିଜିନ୍ତ।ଲ ଗ୍ରାମର ସରକାରୀ ଜମିରେ ଏକଲବ୍ୟ ସ୍କୂଲ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ...

ମାଲକାନଗିରିରେ ୨୭ତମ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରେ ମାରାଥନ ଦୌଡ଼

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ ମାଲକାନଗିରି(୦୧/୧୦): ମାଲକାନଗିରି ଜିଲ୍ଲା ଡ଼ି ଏନ କେ ଖେଳପଡ଼ିଆରୁ ପୋଗ୍ରେସିପ୍ ସିଟିଜନ ଫୋରମ ତରଫରୁ ୨୭ତମ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରେ...

ପାଇକମାଳ ଗୋଷ୍ଟି ଶିକ୍ଷା କେନ୍ଦ୍ର କାର୍ଯ୍ୟାଳୟରେ ସ୍ଵଛଭାରତ ଅଭିଯାନ

ରିପୋର୍ଟ:ନିରୋଜ ପାଣି ପାଇକମାଳ(୦୧/୧୦): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରେ ଆଜି ପାଇକମାଳ ଗୋଷ୍ଟି ଶିକ୍ଷା କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟ...

ବିଜେପୁର ଉପନିର୍ବାଚନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ, ୨ଟି ନାମାଙ୍କନ ଖାରଜ

ରିପୋର୍ଟ: ନିରୋଜ ପାଣି ପାଇକମାଳ(୦୧/୧୦): ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ଯାଇଛି ।

ମାଁ ସାରଳା ଏସ ଏଚ ଜି ଗ୍ରୁପ ତରଫରୁ ସଫେଇ ଅଭିଯାନ

ରିପୋର୍ଟ: ନିରୋଜ ପାଣି, ଡିଳେଶ୍ୱର ବାଗଝାରବନ୍ଧ(୦୧/୧୦): ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶାଖାଡୁଙ୍ଗରି ଗ୍ରାମରେ ମାଁ ସାରଳା ଏସଏଚଜି ଗ୍ରୁପ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଯାଇଛି...

ଅଙ୍ଗନବାଡି ନିଯୁକ୍ତି ବାତିଲ କରିବାକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଦାବୀ

ରିପୋର୍ଟ: ଭୋଜରାଜ ବରିହା ବଲାଙ୍ଗୀର(୦୧/୧୦): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହସିଂହା ପଂଚାୟତ ବାହାଲଭଟଲି ଗ୍ରାମରେ ଦୀର୍ଘ ଦିନ ଧରି ଅଙ୍ଗନବାଡି କର୍ମୀ ପଦ ଖାଲି ରହିଛି...

ଖଣ୍ଡସିବାଞ୍ଜିରେ ମହିଳା ମହାସଙ୍ଘ ତରଫରୁ ସ୍ୱଚ୍ଛତା ଅଭିଯାନ

ରିପୋର୍ଟ: ଡିଳେଶ୍ୱର ବାଗ, ନିରୋଜ ପାଣି ପଦ୍ମପୁର(୦୧/୧୦): ଆଜି ସକାଳ ୮ଘଟିକା ସମୟରେ ଖଣ୍ଡସିବାଞ୍ଜି ଗ୍ରାମରେ ମହିଳା ମହାସଙ୍ଘ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଯାଇଛି ।

ଟ୍ରେନରେ କଟି ଯୁବକର ମୃତ୍ୟୁ

ରିପୋର୍ଟ: ନିରୋଜ ପାଣିପାଇକମାଲ(୦୧/୧୦): ପାଇକମାଲ ବ୍କକ ଚର୍ଦାପାଲି ଗ୍ରାମ ପଞ୍ଚାୟତ ଗଣ୍ତିଚାଡ଼ିହି ଗ୍ରାମର ୨୫ ବର୍ଷ ବୟସ୍କ ଏକ ଯୁବକର ଟ୍ରେନରେ କଟି ଯାଇ ମୃତ୍ୟୁର ଶୀକାର ହୋଇଛି...

ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ

ରିପୋର୍ଟ:- ଡିଲେଶ୍ୱର ବାଗପଦ୍ମପୁର(୦୧/୧୦): ଆଜି ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ଲଲାତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ରେଡ଼କ୍ରସ, NCC,...

Most Read

RTI ମାଗିବାରୁ ଯୁବକଙ୍କ ନା ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ // ଲମତାପୁଟ (୧୧/୦୮): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ...

ପୋଖରୀରେ ବୁଡି ନାବାଳକ ମୃତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୧/୦୮): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ...

ବର୍ଷା ଠିକ ହେଉଥିବାରୁ ବନ୍ଧୁଗାଁ ଚାଷୀ ମୁହଁରେ ହସ ଫୁଟୁଛି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୧୧.୮.୨୦): କୋରାପୁଟ ଜିଲ୍ଲାର୍ ଶେଷ ସୀମାନ୍ତ ବ୍ଲକ ଅଟେ | ଏହି ବ୍ଲକଠାରେ ଗତ ୧୫ ଦିନ ହେବ କିଛି ପଞ୍ଚାୟତରେ ଧାନ ରୁଆ ଅଧିକାଂଶ ଶେଷ...

ଅଜଣା ଗାଡ଼ି ଧକ୍କାରେ ଜଣେ ଦକ୍ଷ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...