Advertisements
Tuesday, July 14, 2020

Monthly Archives: December, 0

ସଚିବଙ୍କ ମୁନିଗୁଡ଼ା ଗସ୍ତ: ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଲେ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କରାୟଗଡା(୨୯/୧୦): ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ ମଙ୍ଗଳବାର ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ...

ହୋଟେଲରେ ଚାଲିଥିଲା ଜୁଆଆଡ୍ଡା: ଚଢ଼ାଉ କରି ୮ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କରାୟଗଡ଼ା(୨୯/୧୦): ରାୟଗଡ଼ା ଏସପି ଶର୍ବଣା ବିବେକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ କୌଣସି ସୂତ୍ରରୁ ଖବର...

ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୨ଜଣଙ୍କ ମୃତ୍ୟୁ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର (୨୯/୧୦): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ଗ୍ରାମ ପଞ୍ଚାୟତର ଭେଜା ନିକଟସ୍ଥ କରଞ୍ଜା ତୋଟା ଠାରେ ଦୁଇ ବାଇକ...

କ୍ଷତାକ୍ତ ହେଟା ବାଘ ଉଦ୍ଧାର

ରିପୋର୍ଟ: ତ୍ରିନାଥ ଧୁରୁଆ ଝରିଗାଁ(୨୯.୧୦.୧୯): ଝରିଗାଁ ବ୍ଲକ ଅନ୍ତର୍ଗତ ବାଣୁଆଗୁଡା ଗ୍ରାମ ନିକଟସ୍ଥ ଚାଷଜମି ଠାରେ ଗତକାଲି ରାତ୍ର ସମୟରେ ଜନ୍ତୁଟି କରୁଣ ଚିତ୍କାର କରି କାନ୍ଦୁଥିବାର ଶୁଣି...

ପୁଣି ଭାରରେ ବୁହା ହେଲେ ରୋଗୀ

ରିପୋର୍ଟ: ଡିଙ୍ଗର କିଶୋର ସାହୁ ମ. ରାମପୁର(୨୯/୧୦): ଦୁଇ ତିନି ଦିନ ହେବ ଦେହ ଖରାପ, ହେଲେ ଯନ୍ତ୍ରଣା ସହି ହେଉନି, କି କହି ହେଉନି |...

ନିଆଁରେ ପୋଡି ବୃଦ୍ଧ ଦମ୍ପତି ଗୁରୁତର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ(୨୮/୧୦): ଶୋଇଥିବା ସମୟରେ ଦିପରୁ ନିଆଁ ଲାଗି ଉଭୟ ସ୍ବାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣା କ୍ରମେ ଲମତାପୁଟ ବ୍ଲକର ଡାବୁଗୁଡା...

ଯମ ଦ୍ଵିତୀୟା ବା ଚିତ୍ରଗୁପ୍ତ ଦେବଙ୍କ ପୂଜା

ରିପୋର୍ଟ: ନିରୋଜ ପାଣି ପାଇକମାଳ(୨୯/୧୦): କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ଚିତ୍ରଗୁପ୍ତ ଦେବଙ୍କ ପୂଜା କରାଯାଏ । ବ୍ରହ୍ମାଙ୍କ କାୟାରୁ ଚିତ୍ରଗୁପ୍ତ ଦେବ ଜନ୍ମ ଗ୍ରହଣ...

ପାଇକମାଳ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାର ସମସ୍ୟାର ସମାଧାନ ଦାବି

ରିପୋର୍ଟ: ନିରୋଜ ପାଣି ପାଇକମାଳ(୨୬.୧୦): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଳ ଏକ ଜନବହୁଳ ଅଞ୍ଚଳ । କେବଳ ପାଇକମାଳ ସହରର ଲୋକ ସଂଖ୍ୟା ଦଶହଜାରରୁ ଉର୍ଦ୍ଧ୍ବ ହେବ...

ପଦ୍ମପୁର ରେ ଶ୍ୟାମାକାଳୀପୁଜା, ବୋଡାସମ୍ବର ଲୋକମହୋତ୍ସବ ଉଦଘାଟିତ

ରିପୋର୍ଟ: ଡିଳେଶ୍ୱର ବାଗ ପଦ୍ମପୁର(୨୯/୧୦): ସାର୍ବଜନୀନ ମା ଶ୍ୟାମା କାଳୀଙ୍କ ପୂଜନୋତ୍ସଵ ଅବସରରେ ପଦ୍ମପୁର ହନୁମାନ ପଡ଼ାଠାରେ ଗତ କାଲି ବୋଡାସମ୍ବର ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି ।...

ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ରିପୋର୍ଟ: ପ୍ରଦୀପ କୁମାର ପାତ୍ରଗୁଣୁପୁର(୨୮/୧୦): ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି |

Most Read

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...