Advertisements
Thursday, July 16, 2020

Daily Archives: Dec 0, 0

କେୟାର ଇଣ୍ଡିଆ ପକ୍ଷରୁ ଜାତୀୟ ପୋଷଣ ମାସର ବ୍ଲକ ସ୍ତରୀୟ ବୈଠକ

ରିପୋର୍ଟ: ଜଗଦୀଶ ଦାସଜି.ଉଦୟଗିରି(୨୮/୦୯): କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକର କୃଷି କାର୍ଯ୍ୟାଳୟ ସଭା ଗୃହରେ କେୟାର ଇଣ୍ଡିଆ ତରିନା ପ୍ରକଳ୍ପ ତରଫରୁ ଜାତୀୟ ପୋଷଣ ମାସ ଉପଲକ୍ଷେ...

ମୁରିବାହାଲରେ ଜାତୀୟ ପୁଷ୍ଟି ମାସ ପାଳନ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାରମୁରିବାହାଲ(୨୮/୦୯): ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ପଂଚାୟତର ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଗତ ଶୁକ୍ରବାର ଦିନ ମହିଳା ଓ...

ବିବାହିତା ମହିଳାଙ୍କୁ ବ୍ଲାକମେଲ, ଅସହ୍ୟ ହେବାରୁ ଆତ୍ମହତ୍ୟା ଅଭିଯୋଗ

ରିପୋର୍ଟ-ଡିଲେଶ୍ୱର ବାଗପାଇକମାଲ(୨୮/୦୯): ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଟେମରି ଗ୍ରାମର ସିତରାମ ସାହୁଙ୍କର ଝିଅ ରଶ୍ମି ପ୍ରଧାନ ଗତ ୧୮ତାରିଖ ଦିନ ତାଙ୍କର ମାଁ ଘରେ ବେକରେ...

ସନ୍ଦେହ ଘେରରେ ନିରାକାର ସାହୁର “ମୃତ୍ୟୁ “

ରିପୋର୍ଟ: ନିରୋଜ କୁମାର ପାଣିପାଇକମାଳ (୨୮.୦୯.୨୦୧୯): ଝାରମୁଡା ଛକ ନିକଟରେ ପାଇକମାଳ ପୋଲିସ ଝୁଲୁ ଥିବା ଅବସ୍ଥାରେ ଏକ ଶବ ତା. ୨୧.୦୯.୨୦୧୯ରିଖ ଶନିବାର ଦିନ ଉଦ୍ଧାର କରିଥିଲା...

ଅସହାୟ ଦମ୍ପତିଙ୍କ ଘଞ୍ଚ ଜଙ୍ଗଲରେ ଘର ନିର୍ମାଣ, ତିନି ମାସ ହେଲା କଟୁଛି ଦୟନୀୟ ଜୀବନ

ରିପୋର୍ଟ: ଏନ.ସନ୍ତୋଷ କୁମାର ବୈପାରୀଗୁଡା(୨୮/୦୯): ଆଜିର ଡିଜିଟାଲ ଇଣ୍ଡିଆରେ ଅସହାୟ ଦମ୍ପତିଙ୍କ ଜଙ୍ଗଲ ଭିତରେ ବଡ଼ ଦୟନୀୟ ଭାବେ ଜୀବନ କଟୁଥିବା ଘଟଣା ଏବେ ସାମ୍ନାକୁ ଆସିଛି |...

ମାଁ ଦୂର୍ଗାଦେବୀଙ୍କ ପୂଜା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି

ରିପୋର୍ଟ: ନିରୋଜ ପାଣି ପାଇକମାଲ (୨୮/୯): ଶାରଦୀୟ ମାଁ ଦୁର୍ଗାଦେବୀଙ୍କ ପୂଜା ଓ ତୋରଣ ସାଜସଜ୍ଜା କାରିଗର ମାନେ ଯୋରଦାର ଉଦ୍ୟମରତ, ଆଉ କିଛି ଦିନ ପରେ ମାଁ...

ବିଜେପୁରରେ ବିଜେଡି ପ୍ରାର୍ଥୀ ହେଲେ ରିତା ସାହୁ

ରିପୋର୍ଟ: ଡିଳେଶ୍ୱର ବାଗ ପଦ୍ମପୁର୯୨୮/୦୯): ବିଜେପୁର ଉପନିର୍ବଚନ ପାଇଁ ରୀତା ସାହୁ ବିଜେଡି ପାର୍ଥୀ ହୋଇଛନ୍ତି । ରାତା ସାହୁ ହେଉଛନ୍ତି ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ...

ସ୍କୁଲ ସମୟରେ ଛାତ୍ରଛାତ୍ରୀମାନଙ୍କୁ କାମରେ ନିୟୋଜିତ, କଲମ ବଦଳରେ ପାଣିବାଲ୍ଟି

ରିପୋର୍ଟ: ଚିତ୍ତରଞ୍ଜନ ବାଗ ଗୋଲାମୁଣ୍ଡା(୨୮/୦୯): ସରକାର ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ଏହାସହ ପ୍ରାଥମିକ ବିଦ୍ୟାଳୟରେ ଦଣ୍ଡମୁକ୍ତ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ...

୬୨ଛାତ୍ରଙ୍କୁ ଘରକୁ ପଠାଇଲେ ପ୍ରଧାନ ଶିକ୍ଷକ, ଛାତ୍ରାବାସରେ ଚାଉଳ ନାହିଁ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ ଲମାତାପୁଟ (୨୮/୦୯/୧୯): ୬୨ ଜଣ ଛାତ୍ରଙ୍କୁ ଘରକୁ ପଠାଇ ଦେଇଛନ୍ତି ପ୍ରଧାନଶିକ୍ଷକ । ଏଭଳି ଅଭାବୀୟ ପରିସ୍ଥିତି ସୃଷ୍ଟି ହୋଇଛି ଲମାତାପୁଟ ବ୍ଲକ ବାଲେଲ...

ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣିପାଇକମାଲ (୨୮/୦୯): ଆଜି ଶନିବାର ଦିନ ପାଇକମାଲ ବ୍କକ ଅନ୍ତର୍ଗତ ପଲସାନୀ ଗ୍ରାମରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଓ ନେତାଜୀ ସ୍ପୋର୍ଟଙ୍ଗଙ୍କ ମିଳିତ...

Most Read

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...