Advertisements
Thursday, July 9, 2020

Daily Archives: Dec 0, 0

ବଡ଼ଟେମରା ପଞ୍ଚାୟତର ସମସ୍ୟାର ସମୀକ୍ଷା କଲେ ନବରଙ୍ଗପୁର ସାଂସଦ

ରିପୋର୍ଟ: ତ୍ରିନାଥ ଧୁରୁଆ ଝରୀଗାଁ(୧୪.୦୯.୨୦୧୯): ବିଭିନ୍ନ ସମସ୍ୟା ଦେଇ ଗତି କରି ଚାଲୁଛନ୍ତି ବଡ଼ଟେମରା ପଞ୍ଚାୟତ ବାସୀ । ଏଠି ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ପାନୀୟ ଜଳ ଆଦି...

ମୁରିବାହାଲ ଡିଗ୍ରୀ କଲେଜରେ ଅଭିଭାବକ ବୈଠକ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର ମୁରିବାହାଲ (୧୪/୦୯): ମୁରିବାହାଲ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ମୁରିବାହାଲ ଠାରେ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମ ବର୍ଷ ନାମ...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

ରିପୋର୍ଟ: ଡିଲେଶ୍ୱର ବାଗ ପଦ୍ମପୁର(୧୪/୦୯/୧୯): ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି ।...

ମୁରିବାହାଳରେ ଜେଏମଏଫସି କୋର୍ଟ ଉଦଘାଟିତ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାରମୁରିବାହାଲ(୧୪/୦୯): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମୁଖ୍ୟାଳୟରେ ଶନିବାର ଦିନ ଜେଏମଏଫସି କୋର୍ଟ ଉଦଘାଟନ ହୋଇଯାଇଛି | ଫଳରେ ଅଞ୍ଚଳବାସୀ ଙ୍କ ବହୁଦିନର ସ୍ବପ୍ନ...

ମୈାଳିକ ସୁବିଧାରୁ ବଂଚିତ ମୁଚଲଗୁଡି ଗ୍ରାମବାସି

ରିପୋର୍ଟ: କୈଳାସ ମାଳବିଶୋୟୀଚନ୍ଦ୍ରପୁର(୧୪/୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ ଲତିଗୁଡା ଠାରୁ ମୁଚ଼ଲଗୁଡି ଗ୍ରାମକୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା କାମ...

ଘର ଭାଙ୍ଗି ଜଣେ ମୃତ, ସରକାରୀ ସହାୟତା ପାଇଁ ଦାବି

ରିପୋର୍ଟ: ଜଗବନ୍ଧୁ ସାହୁ ସୋହେଲା(୧୪/୦୯): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଘେଁସ ନିକଟସ୍ଥ ପେଟୁପାଲି ଗ୍ରାମରେ ଘରଭଙ୍ଗୀ ଚାପିହୋଇଯିବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଛି | ମୃତ...

ବିଜେପିର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ପର୍ବ ପାଳିତ

ରିପୋର୍ଟ: ନିରୋଜ ପାଣି ପଦ୍ମପୁର(୧୩/୦୯): ଆଜି ପଦ୍ମପୁର କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲାର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାର ପ୍ରସ୍ତୁତ ବୈଠକ ଜିଲ୍ଲା ସଭାପତି ଡ଼....

ଗୁଣୁପୁର ପୋଲିସର ବଡ଼ ସଫଳତା

ରିପୋର୍ଟ: ପ୍ରଦୀପ କୁମାର ପାତ୍ରଗୁଣୁପୁର(୧୪/୦୯): ରାୟଗଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗୁଣୁପୁର ପୋଲିସ କଇଠପଦର ଗ୍ରାମର ଏକ ନବନିର୍ମିତ ଘରେ ଜୁଆ ଖେଳ ଚାଲୁଥିବା ବିଶେଷ ସୂତ୍ରରୁ ଖବର...

ବୈପାରୀଗୁଡା ଥାନା ଅଧିକାରୀ ଭାବେ ଦାଇତ୍ୱ ନେଲେ ମହେନ୍ଦ୍ର କୁମାର ସାହୁ

ରିପୋର୍ଟ: ଏନ ସନ୍ତୋଷ କୁମାର ବୈପାରିଗୁଡା(୧୪/୦୯): କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ମହେନ୍ଦ୍ର କୁମାର ସାହୁ ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ...

Most Read

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...