Advertisements
Friday, June 5, 2020

Daily Archives: Dec 0, 0

କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢୁଥିବା ଅଙ୍ଗନବାଡି କେନ୍ଦ୍ରରେ ବିଦେଶୀ ମଦ ବିକ୍ରି, ଅଙ୍ଗନବାଡି କର୍ମୀ ଗିରଫ

ମାଲକାନଗିରି(ଅସୀମ ବିଶ୍ୱାସ): ଅଙ୍ଗନବାଡି କେନ୍ଦ୍ରରେ ବେଆଇନ ଭାବେ ବିଦେଶୀମଦ ଗଛିତ ରଖି ବିକ୍ରୀକରୁଥିବା ଅଭିଯୋଗରେ ମଦସହ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ମହାବାତ୍ୟା ‘ଫୋନି’ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ(ଓଡିଶା ନ୍ୟୁଜ୨୪): ଆସନ୍ତାକାଲି ପୁରୀ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବାକୁ ଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫୋନି’ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି...

ଜାଣନ୍ତୁ କେଉଁ ଟ୍ରେନ ବାତିଲ ଓ କେଉଁ ଟ୍ରେନର ଦିଗପରିବର୍ତ୍ତନ, ମହାବାତ୍ୟା “ଫନୀ” ପ୍ରଭାବ

ବିଶାଖାପାଟନାମ୍ (ଓଡିଶା ନ୍ୟୁଜ୨୪): ଓଡ଼ିଶାକୁ ମାଡ଼ି ଆସୁଥିବା ଅତି ଭୟଙ୍କର ଝଡ଼ ଫନୀ ପାଇଁ ଅନେକ ଟ୍ରେନକୁ ରଦ୍ଦ କରି ଦିଆଯାଇଛି । କାରଣ ୩ ମଇ (ଶୁକ୍ରବାର)କୁ...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ନବରଙ୍ଗପୁର(ଏ.ସତୀଶ): ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଶ୍ରମିକ ମାନଙ୍କ ପାଇଁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଇନ ସଚେତନତା...

ସାଲେଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୧୯ ପାଳିତ

ସାଲେଭଟା(ମାଧବ ସାହୁ): ଗତ ତା.୦୧.୦୫.୨୦୧୯ ରିଖ ବୁଧବାର ସାଲେଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୧୯ ପାଳିତ ହୋଇଯାଇଛି | ବିଦ୍ୟାଳୟଟି ୧୮୭୦ ମସିହାରେ ସ୍ଥାପିତ...

ଚନ୍ଦ୍ରପୁର ପୋଲିସ ତରଫରୁ ଜଳଛତ୍ରର ଶୁଭାରମ୍ଭ

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ପୋଲିସ ଷ୍ଟେସନଠାରେ ଲୋକମାନଙ୍କ ସୁବିଧା ପାଇଁ ଜଳଛତ୍ରର ଶୁଭ ଆରମ୍ଭ କରାଗଲା |

ରେଡ଼କ୍ରସର ଜନ୍ମଶତବାର୍ଷିକ ଉପଲକ୍ଷେ ଭାଲାମପାଲୀରେ ଉଦଘାଟନ ଉତ୍ସବ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା ରେଡ଼କ୍ରସ ଶାଖା ସହଯୋଗରେ ରାଜ୍ୟ ରେଡ଼କ୍ରସ ଶାଖା ତରଫରୁ ପଡ଼ିଆ ବ୍ଲକ ଅନ୍ତର୍ଗତ ଭାଲାମ ପାଲୀ ଗ୍ରାମରେ ଶ୍ରମିକ ଦିବସ...

ମାଲକାନଗିରି ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଜିଲ୍ଲା ଆଇନ ସେବା ପ୍ରାଧିକାରଣ ମାଲକାନଗିରି ଆନୁକୂଲ୍ୟରେ ତା ୧/୫/୨୦୧୯ ରିଖ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଖାଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଳଗୁମା...

Most Read

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...