Wednesday, September 23, 2020

Monthly Archives: December, 0

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂମିକମ୍ପ

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରହିଥିଲା । କିଛି ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ-କାଶ୍ମୀର ସମେତ...

ନିଯୁକ୍ତିରେ ବାହାର ପ୍ରାର୍ଥୀଙ୍କୁ ବିରୋଧ – କଳାହାଣ୍ଡି ଜିଲ୍ଲା ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ

  < p class="MsoNormal" style="text-align: justify;">ଭବାନୀପାଟଣା: ନିଯୁକ୍ତିରେ ବାହାର ପ୍ରାର୍ଥୀଙ୍କୁ ସୁଯୋଗକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ଜିଲ୍ଲାର ସିଟି-ବିଏଡ୍ ଆଶାୟୀ ସଂଘ ବିଭିନ୍ନ ସ୍ଥାନରେ...

ସଂଧ୍ୟାରେ ଗ୍ରହଣ ସ୍ପର୍ଶ ହେବା ପରେ ଶ୍ରୀ ମନ୍ଦିରରେ ଦେବ ନିତୀ ଆରମ୍ଭ

ପୁରୀ : - ୩୧ ତାରିଖ ବୁଧବାର ଚନ୍ଦ୍ର ଗ୍ରହଣ। ସଂଧ୍ୟା ୫ ଟା ୧୭ ମିନିଟ ୧ସେକେଣ୍ଡ ରେ ଆରମ୍ଭ ହୋଇ ରାତି ୮.୪୦ମି.୫୦ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହି ଚନ୍ଦ୍ର ଗ୍ରହଣ...

ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଦେଇଛନ୍ତି ୪ ଦୁର୍ବୃତ୍ତ-ପୁରୀ

ପୁରୀ ଜିଲ୍ଲାରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଦିନ ଆଲୁଅରେ ଅପରାଧୀମାନେ ଅପରାଧ କରୁଥିବା ସାହାସ କରୁଥିବାରୁ ପୋଲିସ ଉପରୁ ସେମାନଙ୍କର ଡର ତୁଟିଯାଇଥିବା ଅନୁମାନ କରାଯାଉଛି। ଆଜି...

The Lunar Eclipse of 31 January-the Sun, Earth and the Moon will fall in a straight line

On 31 January, the Sun, Earth and the Moon will once again fall in a straight line, and we will get to see a...

Kasganj violence: Hindu Mahasabha leader under preventive detention

Hindu Mahasabha state president Dr Puja Shakun Pande was held under preventive detention in her house on Monday. Dr Shakun was due to go to...

बीजेपी के बागी नेता यशवंत सिन्हा ने पार्टी के नेतृत्व के खिलाफ मोर्चा

नई दिल्लीः बीजेपी के बागी नेता यशवंत सिन्हा ने पार्टी के नेतृत्व के खिलाफ मोर्चा खोल दिया है। मंगलवार को उन्होंने राष्‍ट्रीय मंच बनाने...

ବସ୍‌ ଭଡ଼ା ବୃଦ୍ଧି ପାଇଛି – ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ୱର: ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ଭିତରେ ଚାଲୁଥିବା ଅର୍ଡିନାରୀ, ଡିଲକ୍ସ, ଏକ୍ସପ୍ରେସ୍‌ ଓ ଏସି ଡିଲକ୍ସର ବସ୍‌ ଭଡ଼ା ବୃଦ୍ଧି ପାଇଛି। ଅର୍ଡିନାରୀ ବସ୍‌ କିଲୋମିଟର ପିଛା ୬୭...

ବିଜେପୁରର ସମସ୍ତ ୨୭୦ ବୁଥକୁ ସମ୍ବେଦନଶୀଳ ଘୋଷଣା କରିବା ପାଇଁ ବିଜେପିର ଅନୁରୋଧ

ବିଜେପୁର ଉପ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ବିଜେପୁର ବାଜି ଜିତିବା ଲାଗି ବିଜେଡି ସମସ୍ତ କଳବଳ ଲଗାଇ ଦେଇଥିବାବେଳେ ଜିଲ୍ଲା...

ଯୋଗେଶ ସିଂହଙ୍କ ବିଧାୟକ ପଦ ରଦ୍ଦ

ଯୋଗେଶ ସିଂହଙ୍କ ବିଧାୟକ ପଦ ରଦ୍ଦ ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଜାଲ୍ ଜାତିଗତ...

Most Read

ଅବ୍ୟବସ୍ଥାରେ ଯାତ୍ରୀ ବିଶ୍ରାମ ଗାର , କଲ୍ୟାଣସିଂହପୁର

ରିପୋର୍ଟ ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର ୨୩/ ୯): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କୁମ୍ବାର ଗୁଡା ଛକଠାରେ ଥିବା ଯାତ୍ରୀ ବିଶ୍ରାମ ଗାର ଅବ୍ୟବସ୍ଥା...

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...