Sunday, September 20, 2020
Home District News

District News

ଦିନକ ପରେ ସାବିତ୍ରୀ ଅମାବାସ୍ୟା-ଫଳର ଆକାଶଛୁଆଁ ଦର

ଧର୍ମଗଡ (ଲିଙ୍ଗରାଜ ମହାରଣା): ଆଉ ଦିନକ ପରେ ସାବିତ୍ରୀ ଅମାବାସ୍ୟା। ମାତ୍ର ଫଳ ଦୋକାନ ଗୁଡିକରେ ପୂର୍ବଭଳି ଭିଡ ପରିଲକ୍ଷିତ ହେଉନାହିଁ। କାରଣ ହେଉଛି ଫଳର ଆକାଶଛୁଆଁ ଦର ଗ୍ରାହକମାନଙ୍କୁ ଦୋକାନ  ଆଡକୁ...

ପମ୍ପ ଚୋରି ରାକେଟ ଠାବ କଲା ଲାଠୋର ପୋଲିସ-୭ପମ୍ପ ସହ କେବୁଲ ଜବତ, ୭ ଗିରଫ

ଖପ୍ରାଖୋଲ (ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲାର ଲାଠୋର ଥାନା ଏକ ପମ୍ପ ଚୋର ରାକେଟ ଠାବ କରି ଏକ ସଫଳ ହୋଇଛି।ଲାଠୋର ପୋଲିସ ୭ଜଣ କୁ ଗିରଫ କରଥିବା ବେଳେ ୭ଟି ପମ୍ପ ଓ...

ଜନ-କଲ୍ୟାଣ  ସେଵା ଟ୍ରଷ୍ଟ ର ନାରାୟଣ ସେଵା ପାତ୍ର ପକଳ୍ପ ର ଶୁଭାରମ୍ଭ ଓ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼(ସୂର୍ଯ୍ୟ ମିଶ୍ର ): ବରଗଡ଼ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ  ଜନକଲ୍ୟାଣ ସେଵା ଟ୍ରଷ୍ଟ ର ଏକ ଭିନ୍ନ ପ୍ରୟାସ ସ୍ଥାନୀୟ ଅତାବିରା ସ୍ଥିତ କୁଷ୍ଠାଶ୍ରମ ଠାରେ ଆୟୋଜିତ ହୋଇ ଯାଇଛି l ସ୍ଥାନୀୟ ଜନକଲ୍ୟାଣ...

ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ-ଅଳ୍ପକେ ବର୍ତିଲେ ଗାଡି ଚାଳକ

ଗାଇସିଲେଟ (ରଙ୍କମଣି ସାହୁ): ଆଜି ସକାଳେ ବିଳାସପୁରରୁ ବଲାଙ୍ଗୀର ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଛି |  ସୂଚନା ମୁତାବକ ଟ୍ରକଟି ବିଳାସପୁର ରୁ ସିମେଣ୍ଟ...

ବରଗଡ଼ ସୋହେଲା ନିକଟରେ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା

ବରଗଡ଼- (ଚିତ୍ତ ରଞ୍ଜନ ସାହୁ ): ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମ ନିକଟରେ ଏକ ମହୁଲ ଗଛରେ ଦୁଇଜଣ ପ୍ରେମୀଯୁଗଳ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥା ରେ...

ପୋଲିସର ଦୁର୍ବ୍ୟବହାର ବିରୋଧରେ ବ୍ୟବସାୟୀ ମାନେ ଦୋକାନ ବନ୍ଦ କରି ଧାରଣାରେ ବସିଲେ

ବରଗଡ଼(ସୂର୍ଯ୍ୟ ମିଶ୍ର): ବରଗଡ଼ ପୋଲିସ ପ୍ରଶାସନର ଦୁର୍ବ୍ୟବହାର ବିରୋଧରେ ଆଜି ବରଗଡ଼ ଥାନା ଛକ ଠାରେ ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛି ବରଗଡ଼ ପୋଲିସ l ତୁରନ୍ତ ଏହାର ସ୍ଥାୟୀ ସମାଧାନ ପାଇଁ...

ଡାଳୁଅ ଧାନ ଚାଷରେ କାଣ୍ଡବିନ୍ଧା ପୋକକୁ ନେଇ ଚାଷୀକୂଳ ହତାଶ।

ଧର୍ମଗଡ(ଲିଙ୍ଗରାଜ ମହାରଣା): ଖଇରପଦର, ଦଶଘରା ଗ୍ରାମରେ ଡାଳୁଅ ଧାନ ଚାଷରେ କାଣ୍ଡବିନ୍ଧା ପୋକକୁ ନେଇ ବଡ ଚିନ୍ତାରେ ପଡି ଯାଇଛନ୍ତି ଚାଷୀକୂଳ। ପ୍ରଥମେ ଇନ୍ଦ୍ରାବତୀ ଡ୍ୟାମ୍ ର ଜଳ ଯୋଗାଣକୁ ନେଇ ସମସ୍ୟା ଉପୁଜିଥିବା...

ଆଦିବାସୀ ମହିଳା କର୍କଟ ରୋଗୀ ଲୋଡୁଛନ୍ତି ସରକାରୀ ସହାୟତା

ଗୋଲାମୁଣ୍ଡା (ଚିତ୍ତ ବାଗ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ ଅଧିନ ହଳଦୀ ପଞ୍ଚାୟତ ରେ ଥିବା ସୋସିଆ ଗ୍ରାମର ଭଲ ମାଝି(୫୨ )ଙ୍କ ସ୍ତ୍ରୀ ଅସନ ମାଝୀ ଲୋଡୁ ଛନ୍ତି ସରକାରି ସହାୟତା...

ଯୌନାଙ୍ଗ କାଟି ହତ୍ୟା ଉଦ୍ୟମ-ବରଗଡ଼

ବରଗଡ଼(ଚିତ୍ତ ରଞ୍ଜନ ସାହୁ): ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିଲେଶ୍ୱର ଗ୍ରାମରେ ଅଶୋକ ବାରିକ ନାମକ ଜଣେ ବ୍ୟକ୍ତିର ଯୌନାଙ୍ଗ କାଟି ହତ୍ୟା ଉଦ୍ୟମ କରାଯାଇଛି । ଅଶୋକଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନା...

ବଲାଙ୍ଗୀରଜିଲ୍ଲା ଛାତ୍ରକଂଗ୍ରେସର ସଭାପତି ସୁଶାନ୍ତ ମିଶ୍ରଙ୍କର ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ସୁଶାନ୍ତ ମିଶ୍ରଙ୍କର ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ବଲାଙ୍ଗୀର- ସମ୍ବଲପୁର ରାସ୍ତାର ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବିରମୁଣ୍ଡା ଠାରେ ଥିବା ଏକ ଫାର୍ମ ହାଉସରୁ ତାଙ୍କ...

ସମସ୍ୟା ଘେରରେ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଗୋଲାମୁଣ୍ଡା(ଚିତ୍ତ ବାଗ): ସରକାର ବିଭିନ୍ନ ସମୟରେ ଲୋକମାନଙ୍କ ରୋଗ ସମସ୍ୟାକୁ ଦୂର କରିବାପାଇଁ ଅନେକ ସରକାରୀ ଡାକ୍ତରଖାନା ସବୁ ଖୋଲି କୋଟି କୋଟି ଟଙ୍କା ଏଠି ନିମନ୍ତେ ଖର୍ଚ କରୁଛନ୍ତି | ହେଲେ...

ଅଙ୍ଗନଦୀ ବନ୍ଧ ପାଇଁ ଆମରଣ ଅନଶନ ଜାରୀ- ୭ ଅନଶନ କାରୀ ଡାକ୍ତରଖାନାରେ ଭର୍ତ୍ତି

ପଦ୍ମପୁର : ଅଙ୍ଗବନ୍ଧ ଜଳସେଚନ ପ୍ରକଳ୍ପ ଶୀଘ୍ର କାମ ଆରମ୍ଭ କରିବା ଦାବିରେ ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ସୋମବାର ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୬ଜଣ ଆମରଣ ଅନଶନରେ ବସିଥିବା ବେଳେ...

Most Read

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

ବନ୍ଧୁଗାଁ ବ୍ଲକରେ ନୂତନ ତହସିଲଦାରଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୀମାଞ୍ଚଳ ପାତ୍ର ଯୋଗ ଦେଇଛନ୍ତି । ସେ ପୁର୍ବେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଠାରେ ଆଡିସନାଲ ତହସିଲଦାର...

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୯/୦୯): ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ...

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ...