Saturday, August 15, 2020
Home District News

District News

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ରାୟଗଡା ବନ୍ଦ

ରାୟଗଡା (ଗୋପୀନାଥ ଗୌଡ଼): ଅଭିଭକ୍ତ କୋରାପୁଟ ଜିଲ୍ଲାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ରାୟଗଡା ଓକିଲ ସଂଘର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।

କୋଶଳ ପ୍ରଦେଶ ଦାବିରେ ବରଗଡ଼ ବନ୍ଦ ସଫଳ

ବରଗଡ଼ ଅଫିସ୍‌ (ରିଙ୍କୁ ସାହୁ): ସ୍ବତନ୍ତ୍ର କୋସଲ ପ୍ରଦେଶ ଦାବିରେ ସୋମବାର କୋଶଳ ମହାବନ୍ଦ ଆନ୍ଦୋଳନ ଚାଲିଛି। କୋଶଳ ରାଜ୍ୟ ସମନ୍ବୟ...

ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା

ଦିଗପହଣ୍ଡି (ଜଗନ କୁମାର ସେଠି): ବ୍ରହ୍ମପୁର ଦିଗପହଣ୍ଡି ଥାନା ବାଗଡା ଗ୍ରାମରେ ପାରିବାରିକ କଳହରୁ କରୁଣ ପରିଣତି l ପାରିବାରିକ କଳହରୁ ସ୍ତ୍ରୀର...

ଆସନ୍ତା କାଲି ବାର ଆସୋସିଏସନ ପକ୍ଷରୁ ରାୟଗଡା ବନ୍ଦ ଡାକରା

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଆସନ୍ତା କାଲି ମଙ୍ଗଳବାର ତା୧୮.୧୨.୨୦୧୮ରିଖ ସକାଳ ୬ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ରାୟଗଡା ବନ୍ଦ ଡାକରା ଦିଆଯାଇଛି |

ରାୟଗଡା ରେ ଚଇତି କ୍ରୀଡା ମହୋତ୍ସବ ଅନୁଷ୍ଠିତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ୨୦୧୮ର ଚଇତି ମୋହତ୍ସବ ଆସନ୍ତା ୨୬ରେ ଆରମ୍ଭ ହେବାକୁ ଥିବା ବେଳେ ଚଇତି କ୍ରୀଡା ମୋହତ୍ସବ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି |

ଯାଜପୁର ଜିଲ୍ଲା ସାମ୍ବାଦିକଙ୍କ ସାଧାରଣ ପରିଷଦ ଓ କାର୍ଯ୍ୟ କାରୀଣି ବୈଠକ

ବରୀ(ସତ୍ୟଜିତ ବାରିକ): ଓ ୟୁ ଯେ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ଜେୟୁଜେ ପକ୍ଷରୁ ରବିବାର ବରୀ ବ୍ଲକ ସ୍ଥିତ ଗୋପବନ୍ଧୁ ଚୈାଧୁରୀ ମହାବିଦ୍ୟାଳୟ ରାମଚନ୍ଦ୍ରପୁର ପରିସରରେ...

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦାରିଙ୍ଗବାଡି ଗସ୍ତ

ବାଲିଗୁଡା(ବିଭୁତି ଲହରିଆ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ...

ରାୟଗଡା ଜିଲ୍ଲାପାଳଙ୍କ କାର ଦୁର୍ଘଟଣା ଗ୍ରସ୍ତ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡା ସହର ଠାରୁ ମାତ୍ର ୭ କିଲୋମିଟର ଦୂରରେ ଜିଲ୍ଲାପାଳଙ୍କ କାର ଦୁର୍ଘଟଣା ଘଟିଛି । ଗୋଟିଏ ପଥର ବୋଝେଇ...

ବୈପାରୀଗୁଡା ବ୍ଲକରେ ପ୍ରଥମ ଦିନରେ ତିନୋଟି ପିଠା କାର୍ଯ୍ୟକ୍ରମ ଆରମ୍ଭ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାବାସୀଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ସହିତ ସେମାନଙ୍କ ହକ ସେମାନଙ୍କ ନିକଟରେ ସିଧାସଳଖ ପହଂଚାଇବା ପାଇଁ ପ୍ରୟାସ କରିଛନ୍ତି...

ବୈପାରୀଗୁଡା ଚାଷୀ ଚେତାବନୀ – ବୁଧବାର ରାଜରାସ୍ତା ବନ୍ଦ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ଧାନ ମଣ୍ଡିର ଅନିୟମିତତାକୁ ବିରୋଧ କରି ଆସନ୍ତା ବୁଧବାର ବୈପାରୀଗୁଡା ରାଜରାସ୍ତା ବନ୍ଦ କରାଯିବ ବୋଲି ଚାଷୀ ସଂଘ ପ୍ରକାଶ କରିଛନ୍ତି |

ବମକ ଗ୍ରାମପଂଚାୟତରେ ଆମ ଗାଁ ଆମ ବିକାଶର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ମ.ରାମପୁର(ଡିଙ୍ଗର କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ବମକ ଗ୍ରାମପଂଚାୟତରେ ଆମ ଗାଁ ଆମ ବିକାଶର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପତ୍ରାପାଳି ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ(ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ବ୍ଲକ ପତ୍ରାପାଳି ଗ୍ରାମରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

Most Read

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...