Monday, September 21, 2020
Home Development

Development

ଜିଲ୍ଳାପାଳଙ୍କ କଲ୍ୟାଣସିଙ୍ଗପୁର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (ତା ୧୩/୬): ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କଲ୍ୟାଣସିଙ୍ଗପୁର ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ ।...

ମୁଖ୍ୟମନ୍ତ୍ରୀ କୃଷିଉଦ୍ୟୋଗ ଯୋଜନା ଅନ୍ତର୍ଗତ କୁକୁଡ଼ା ଫାର୍ମ, ଘୁଷୁରୀ ଫାର୍ମ ଓ ଉଦ୍ୟାନ କୃଷି ଫାର୍ମ ପରିଦର୍ଶନ କଲେ ଜିଲ୍ଳାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା(୧୨/୦୬): ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଆଜି ମୁନିଗୁଡା ଓ ବିଷମ କଟକ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ ।...

ବାଲିଗୁଡା ଏନଏସିର କାଉନସିଲ ର ଉନ୍ନୟନ ବୈଠକ

ରିପୋର୍ଟ: ବିଭୁତି ଲହରିଆ //ବାଲିଗୁଡା (୩ /୬): ବାଲିଗୁଡା ଏନଏସି ସଭାଗୃହରେ କାଉନସିଲ ର ୨୧ତମ ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଛି | ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ...

ଦୁଇ ବର୍ଷ ପରେ ମଧ୍ୟ ଅଧାପନ୍ତରିଆ କୁଆଙ୍ଗ ଗ୍ରାମର ମିନିପୋଲ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର(୧୭/୧୨): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମ ପଞ୍ଚାୟତର ସାନ କୁଆଙ୍ଗ ବଡ଼ କୁଆଙ୍ଗ ଗାଁ ଯିବା ରାସ୍ତା ଆଜିକୁ ପ୍ରାୟ...

+୨କଲେଜ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୦୪/୧୨): ବୈପାରୀଗୁଡା +୨କଲେଜ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |

କର୍ଲାମୁଣ୍ଡା ବ୍ଲକ୍ କୃଷି ଉଦ୍ୟାନ ବଗିଚାରେ କୃଷି ଜନ ସମ୍ପର୍କ ମେଳା ଅନୁଷ୍ଠିତ

ରିପୋର୍ଟ: ହିରୋଜ ସାହୁ କର୍ଲାମୁଣ୍ଡା(୩୦/୧୦): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ କୃଷି ଉଦ୍ୟାନ ବଗିଚାରେ କୃଷି ଜନ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି |

ନିଆଁରେ ପୋଡି ବୃଦ୍ଧ ଦମ୍ପତି ଗୁରୁତର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ(୨୮/୧୦): ଶୋଇଥିବା ସମୟରେ ଦିପରୁ ନିଆଁ ଲାଗି ଉଭୟ ସ୍ବାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣା କ୍ରମେ ଲମତାପୁଟ ବ୍ଲକର ଡାବୁଗୁଡା...

ଆବାସିକ ବିଦ୍ୟାଳୟ ଓ ଆଶ୍ରମରେ ଦୀପାବଳି ମାନିଲେ ରାୟଗଡା ପୋଲିସ ପ୍ରଶାସନ

ରିପୋର୍ଟ: ଗୋପୀନାଥ ଗୌଡ଼ ରାୟଗଡା(୨୮/୧୦): ରାୟଗଡା ଜିଲ୍ଲା ଏକ ଆଦିବାସି ପ୍ରବଣ ଜିଲ୍ଲା | ଏହି ଜିଲ୍ଲାରେ ୯୦ ଭାଗ ଆଦିମ କାଳରୁ ରହି ଆସୁଛନ୍ତି ଆଦିବାସୀ ସମ୍ପ୍ରଦାୟର...

ବାଲିମେଳା ଜଳ ଭଣ୍ଡାରରୁ ଜଳ ନିଷ୍କାସନ

ରିପୋର୍ଟ-ରାଜକମଲ ପୁରୋହିତଚିତ୍ରକୋଣ୍ଡା(୨୭/୧୦): ଚିତ୍ରକୋଣ୍ଡା ଥରେ ଥିବା ବାଲିମେଳା ଜଳ ଭଣ୍ଡାରରେ ସାଧାରଣତ ୧୫୧୬ଫୁଟ କ୍ଷମତା ଥିବା ବେଳେ ତାହା ବର୍ତ୍ତମାନ ୧୫୧୬ ଫୁଟ ରୁ ଅଧିକ ହେବା ଫଳରେ...

ବାଲିଗୁଡା ଏନଏସିରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ

ରିପୋର୍ଟ: ବିଭୁତି ଲହରିଆବାଲିଗୁଡା (୨୬.୧୦.୧୯): ବାଲିଗୁଡା ଏନ୍ଏସି ପକ୍ଷରୁ ଆଜି ବିଜେଡି ଦଳ ପକ୍ଷରୁ ଚାଲିଥିବା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ପଦଯାତ୍ରାରେ ବାଲିଗୁଡା ଏନ୍ଏସିର...

ଗୃହ ସଚିବଙ୍କ କନ୍ଧମାଳ ଗ୍ରସ୍ତ

ରିପୋର୍ଟ : ଜଗଦିଶ୍ ଦାଶ୍ଫୁଲବାଣୀ(୨୧.୧୦.୧୯): ଗୃହ ବିଭାଗ ପ୍ରମୁଖ ସଚିବ ତଥା ଆକାଂକ୍ଷାର କନ୍ଧମାଳ ଜିଲ୍ଲା ନୋଡ଼ାଲ ଅଧିକାରୀ ସଂଜୀବ ଚୋପ୍ରା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି...

ଦୁର୍ଗମ ଅଂଚଳ ଖଜୁରୀଗୁଡାରେ ଆଦିବାସୀ ପ୍ରଜାମେଳି

ରିପୋର୍ଟ: ରାଜକମାଲ ପୁରୋହିତ ଚିତ୍ରକୋଣ୍ଡା(୨୩/୧୦): ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଂଚଳର ଖଜୁରୀଗୁଡା ଗ୍ରାମରେ ଆଜି ଏକ ବିରାଟ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି ।...

Most Read

“କତାପିଲି ରାମକ୍ରିଷ୍ଣା” ଦ୍ୱାରା ମାସ୍କ ଓ ସାନିଟାଇଜର ବଣ୍ଟନ

ରିପୋର୍ଟ: ଲୋକନାଥ ସାହୁ// ଗୁଡାରି(୨୦/୦୯): ମହାମାରୀ କରୋନାର କଟକଣା କୋହଳ ହେବାପରେ ଲୋକମାନେ ବିନା ମାସ୍କରେ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଏଣୁ ଏହିସବୁ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ଗୁଡାରି ସହରର "କତାପିଲି ରାମକ୍ରିଷ୍ଣା"...

ବଣ୍ଡାଘାଟୀକୁ ଛୁଇଁ ପାରିଲାନି କରୋନା ମହାମାରୀ, ମାଲକାନଗିରି

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୦/୯ ): ଦୀର୍ଘ ୬ ମାସ ଧରି କୋରୋନା ମହାମାରୀ ତାର କାୟା ବିସ୍ତାର ସାରା ବିଶ୍ୱରେ କରିଚାଲିଛି । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ...

ଅଜଣା ଗାଡି ଧକ୍କାରେ ବୃଦ୍ଧର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୧୯/୦୯) ବିନିକା ଥାନା ମହାଦେଵପାଲି ଫାଣ୍ଡି ଅଧୀନସ୍ଥ ତୁଲୁଣ୍ଡୁପାଲି ଗାଁର ପଞ୍ଚା ସାଣ୍ଡ (୫୫) ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା...

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...