Advertisements
Sunday, July 5, 2020
Home Uncategorized

Uncategorized

ରାୟଗଡ ଜିଲ୍ଳାରେ ପ୍ରଥମ ଜମି ରେଜିଷ୍ଟ୍ରେସନର ୩ ଘଣ୍ଟା ମଧ୍ୟରେ ୩ଜଣ ମହିଳାଙ୍କୁ ମିଳିଲା ଜମିପଟ୍ଟା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୨୫/୬/୨୦): ଓଡିଶା ସର୍ଭେ ଓ ସେଟଲମେଂଟ ସଂଶୋଧିତ ୨୦୨୦ ନିୟମ ଅନୁସାରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ...

ଜନ୍ମଦିନରେ ୧୫୦ ଗୋଟି ଆମ୍ବ ଗଛ ରୋପଣ କରି ଜନ୍ମଦିନ ପାଳନ

ପଦ୍ମପୁର (୨୩/୦୬): ବୄକ୍ଷ ରୋପଣ ଦ୍ବାରା ପରିବେଶ ସୁରକ୍ଷିତ ରହିଥାଏ ଏବଂ ପରିବେଶର ସୌନ୍ଦର୍ଯ୍ୟ ବୄଦ୍ଧି କରିଥାଏ । ଲୋକମାନେ ସାଧାରଣତଃ କୌଣସି ଏକ ଦିନକୁ ସ୍ମରଣୀୟ କରିବା...

ବିଶ୍ଵ ସଙ୍ଗୀତ ଦିବସ ପାଳିତ, ପଦ୍ମପୁର ଉପଖଣ୍ଡ

ପଦ୍ମପୁର (୨୨/୦୬): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲଟ ବ୍ଲକ ଅନ୍ତର୍ଗତ ସରଧାପାଲି ଗ୍ରାମର ମହାଜନ ଡୁଙ୍ଗୁରି ଠାରେ ସରଗମଳି ସାଂସ୍କୃତିକ ଅନୁଷ୍ଠାନ, ସରଧାପାଲି ତରଫରୁ କୁବେର ସାହୁଙ୍କ...

ଚୀନ ଭାରତ ସୀମାରେ ଶହିଦ ହୋଇଥିବା ଜବାନଙ୍କୁ ଶ୍ରଦ୍ଧାଞ୍ଜାଳୀ

ପଦ୍ମପୁର (୨୧.୦୬.୨୦): ଗତ ତା. ୧୫.୦୬.୨୦୨୦ ରାତି ରେ ଭାରତ ଏବଂ ଚିନ ସିମା ବତିର୍ ଗଲୱାନ ଭେଲି ର ଲାଇନ ଅଫ ଏକଚୁଏଲ କଣେର୍ାଟଲ ଅଂଚଳରେ ଭାରତୀୟ...

ରାୟଗଡା ବ୍ରାହ୍ମଣ ସାହିରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୨୦/୦୬): ରାୟଗଡ଼ା ଜିଲ୍ଲାର ବ୍ରାହ୍ମଣ ସାହି ଦୁର୍ଗା ପୂଜା ମଣ୍ଡପ ଠାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି | ସ୍ବେଛାସେବୀ...

ବଦଳି ପରେ ମଧ୍ୟ କିଭଳି କୋଦଳାରେ କାର୍ଯ୍ୟକ୍ଷମ ଅଛନ୍ତି ଏନଏସିର ବିବାଦୀୟ କାର୍ଯ୍ଯ ନିର୍ବାହୀ ଅଧିକାରୀ ?

ରିପୋର୍ଟ: ରାକେଶ ମହାରଣା //କୋଦଳା (୧୬/୦୬): ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ଦୁର୍ନୀତି ଅଭିଯୋଗ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶେଷରେ ବିବାଦୀୟ କୋଦଳା ଏନଏସି...

ମାନସିକ ବିକୃତ ରୋଗୀକୁ ଉଦ୍ଧାର କରି ଦେବଦୂତ ସାଜିଲେ ଫାଣ୍ଡି ଅଧିକାରୀ ମନୁଆ ବାବୁ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (୧୪/୦୬): ସବୁ ବେଳେ ଭଲ କାର୍ଯ୍ୟରେ ଚର୍ଚ୍ଚାରେ ରହି ଆସୁଥିବା ଲମତାପୁଟ ଫାଣ୍ଡି ଅଧିକାରୀ ଆଜି ଦେବଦୁତ ସାଜିଲେ ଅନ୍ୟ ପାଇଁ ।...

କେରଳର ତିରୁଭାଲରୁ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଯୋଗେ ଆଜି ଆସିଲେ ୧୦୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼। (୧୪/୦୬): ଦକ୍ଷିଣ ଭାରତରେ କେରଳରେ କାମଧନ୍ଦା ପାଇଁ ଯାଇଥିବା ପ୍ରବାସୀ ଶ୍ରମିକ ଆଜି ବିଭିନ୍ନ ଶ୍ରମିକ ଦୁଇଟିଟ୍ରେନରେ ରାୟଗଡ଼ାରେ ପହଞ୍ଚି ଛନ୍ତି...

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ମୁମ୍ୱାଇ (୧୪/୦୬): ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କ୍ରିକେଟ୍ ଜଗତରେ ବି ଶୋକର ଛାୟା। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ଧୋନିଙ୍କ...

କୋଭିଡ୍–୧୯ ସଂକ୍ରମଣକୁ ରୋକିବ କ୍ଲୋରେକ୍ସିଡିନ୍ ନାମକ ମାଉଥ୍‌ୱାସ୍‌

ନୂଆଦିଲ୍ଲୀ (ଓଡିଶା ନ୍ୟୁଜ୨୪-୧୦/୦୬): କ୍ଲୋରେକ୍ସିଡିନ୍ ନାମକ ମାଉଥ୍‌ୱାସ୍‌ ବ୍ୟବହାର ଦ୍ବାରା କୋଭିଡ୍–୧୯ ସଂକ୍ରମଣକୁ ରୋକିହେବ ବୋଲି ଦକ୍ଷିଣ କୋରିଆ ଭେଷଜ ବିଶ୍ବବିଦ୍ୟାଳୟର ଗବେଷକମାନେ ଦାବି କରିଛନ୍ତିା

୨୦ଲକ୍ଷରୁ ଊର୍ଧ୍ୱ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ କଲା ବାଲିଗୁଡା ପୋଲିସ

ରିପୋର୍ଟ: ବିଭୁତି ଲହରିଆ //ବାଲିଗୁଡା (୮/୬): ବାଲିଗୁଡା ଥାନା ପୋଲିସ ଜବତ କରିଛି ୩୮୩କେଜି ୫୫୦ଗ୍ରାମ ଗଞ୍ଜେଇ ସହିତ ଟ୍ରାକ୍ଟର । ଏହାର ଆନୁମାନିକ ମୂଲ୍ୟ ୨୦ଲକ୍ଷରୁ ଉର୍ଦ୍ଧ...

Most Read

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...