Friday, March 29, 2024

Top 5 This Week

Related Posts

ଉଲ୍ଲଭଦ୍ରା ବିଦ୍ୟାଳୟ ରେ ଗୋପବନ୍ଧୁ ଜୟନ୍ତୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୧୦) : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ସନ୍ତର୍ଗତ ଉଲ୍ଲଭଦ୍ରା ଉପ୍ରା ବିଦ୍ୟାଳୟରେ ଉତ୍କଳ ମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।

ଉତ୍କଳ ମଣିଙ୍କ ୧୪୬ ତମ ଜୟନ୍ତୀ ପାଳିତ ଅବସର ରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ପରେ ଏକ ସଭାରେ ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋଚନା ହୋଇଥିଲା । ଗୋପବନ୍ଧୁଙ୍କ ତ୍ୟାଗ ଦେଶାତ୍ମବୋଧକ ଚିନ୍ତା ଉପରେ ଆଲୋଚନା ହୋଇଥିଲା । କାଶୀନଗର ବଂଶଧରା ପାଠାଗାରରେ ମଧ୍ୟ ଏହି ଉର୍ତ୍ସବ ପାଳନ ହୋଇଯାଇଛି ।

Popular Articles